କନ୍ଧମାଳ ଜିଲ୍ଲା ବିଜେପି ମହିଳା ମୋର୍ଚା କର୍ମକର୍ତ୍ତ।ଘୋଷିତ

Udaya_Labanya | July 22, 2021 | 35 views |0 | Breaking News


ଫୁଲ ବାଣୀ- (ସୁନୀଲ ପଟନାୟକ)
ଫୁଲବାଣୀ ସହରର ଭାରତୀୟ ଜନତା ପାର୍ଟିର ମହିଳା ନେତ୍ରୀ ସ୍ମିତା ରାଣି ମହାନ୍ତିଙ୍କୁ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ସୁପାରିଶ କ୍ରମେ ଜିଲା ଭାରତୀୟ ଜନତା ଦଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।
ରାଜ୍ୟ ମହିଳା ବିଜେପି ଦଳର ବରୀଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ସହ ଅନୁଷ୍ଠିତ ଭର୍ଚୁଆଲ ମିଟିଙ୍ଗ ରେ ଗୃହୀତ କ୍ରମେ ଜିଲ ସଭାନେତ୍ରୀ ସ୍ଥିତ । ଜିଲା ମହିଳା ବିଜେପି ର ନୂତନ କର୍ମ କର୍ତ୍ତ ।ଘୋଷଣ।କରି ଛନ୍ତି ।
ଉପସଭାପତି ଭାବେ ପୁଷ୍ପାଞଳୀ ସାହୁ ଖଜୁରୀପଡ଼ା,ରୁଫିନାନା ଏକ ବାଲି ଗୁଡ଼ା ଏ ନଏ .ସି.ରିତାଞଳୀବର୍ଗର୍ତ୍ତୀ, ଜିଉଦୟଗିରି, ବିଳାସିନୀ ପ୍ରଧାନ ରାଇକିଆ, ମନୋନୀତ ହୋଇଥିବାବେଳେ ସାଧାରଣ ସଂପାଦକ ଭାବେ ସସ୍ତୀତ।ବାଦୀ, କୋଟଗଡ,କନକଲତା ପାତ୍ର ପାହୁରିଆ,ଇଭ । ରାଣୀ ବେହେରା ଦାରିଙ୍ଗବାଡି, ସଙ୍ଗିତ ମହାନ୍ତି ଫୁଲବାଣୀ,ମନୋନୀତ ହୋଇଛନ୍ତି । ସେହିପରି ସଂପାଦକ ଭାବେ ରିନା କହଁରଫିରିଙ୍ଗିଆ, କୁନି ଦିଗ ଲଟିକାବାଲି, ଓ କୁମୁ ଦିନି ବେହେରା ବ୍ରାହ୍ମଣୀଗାଁ, କୁ ମନୋନୀତ କରାଯାଇଛି।
କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟକାନ୍ତି ପ୍ରଧାନ ରାଇକିଆ ମନୋନୀତ କରାଯାଇଥିବା ଜିଲ୍ଲା ସଭାନେତ୍ରୀ ସ୍ମିତାରାଣୀ ମହାନ୍ତି ଜଣାଇଛନ୍ତି ।
ସ୍ମିତାଙ୍କର ନିଜସ୍ଵଦକ୍ଷତା ,ଦଳ ପ୍ରତି ଥିବା ନିଷ୍ଠା, ଆନ୍ତରୀକତା ଓ ଦଳ ପ୍ରତି ଥିବା ଅନୁଗତ୍ୟ କୁ ବିଚାର କୁ ନେଇ ତାଙ୍କ ଉପରେ ଭରସା କରି ଦଳ ଏହି ଦାୟୀତ୍ଵ ଦେଇଥିବାରୁ ସେ ଏହାକୁ ସୁଚାରୁ ରୁପେ ସଂପାଦନ କରିବେ ବୋଲି କହିଛନ୍ତି। ଅଧିକରୁ ଅଧିକମହିଳା ମାନଙ୍କୁ ଦଳରେ ସାମିଲ କରି ଦଳକୁ ଅଧିକ । ମଜବୁତ କରିବାଲାଗି ଅ ହରହ ଉଦ୍ୟମ କରିବେ ବୋଲି ସ୍ମିତ । କହିଛନ୍ତି ।
ବିଜେପି ମହିଳା ମୋର୍ଚ୍ଚାର ନବ ନିଯୁକ୍ତ କର୍ମକର୍ତ୍ତାମାନେ ଜିଲ। ସଭାପତି, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିଜେପିରବରୀଷ୍ଠ ନେତ୍ରୀ ସୁରମା ପାଢୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସ୍ମିତା ଙ୍କୁ ଏବେ ଜିଲ୍ଲାରବିଭିନ୍ନ ଆଡୁ ଶୁଭେଛ। ର ସୁଅ ଛୁଟିଛି।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories