ଏଥିରବି,କୋରନା କଟକଣ।ପାଇଁ ବୋଲବମ ବନ୍ଦ, କାଉଡିଆ ନିରାଶ

Udaya_Labanya | July 25, 2021 | 18 views |0 | Breaking News


ଫୁଲ ବାଣୀ-( ସୁନୀଲ ପଟନାୟକ) ଗତଥର ନ ହେଲାନାହିଁ ଏଥର ବୋଲବମ ରେମାନସୀ କଧ।ରୀ କାଉଡିଆମାନେ ଜଳାଭିଷେକ କରି ମନସ୍କାମନ ପୁରଣ କରିବେ ବୋଲି ଭାବିଥିଲେ । ହେଲେ ଏଥିର ବି କରେ । ନାକଟକଣା ପାଇଁ ବୋଲବମ ରେ ଯିବେନି କାଉଡ଼ିଆ । ଫଳରେ ସେମାନଙ୍କ ମନରେ ନିରାଶ ଭାବ ଦେଖାଦେଇଛି ।
ଏପଟେ ଜିଲ୍ଲାରେ ଥିବା ଡୁଙ୍ଗୀ, ଚକା ପାଦ, ଜଲେଶପଟାରେ ଥିବା ଶୈବପିଠଗୁଡ଼ିକ ଖାଁ ଖାଁ .ରହିଛି । ଆଜିଠୁ କାଉଡ଼ିଆ ମାନେ ଯିବା କଥା। ରାସ୍ତାଗହଳୀ ଚହଳି ହେବା କଥା। କିଛି ନାହିଁ। କାଉଡ଼ିଆ ପାଇଁ ଧାଡିକି ଧାଡି ଦୋକାନ ମଧ୍ୟ ଖୋଲୁଥିଲା ଭଲ ବେ ପାର ମଧ୍ୟ ହେଉଥିଲା। ବେପାରୀ ଦି ପଇସା ଲାଭ ପାଉଥିଲେ। ଏବେ କିନ୍ତୁ ଗତ ବର୍ଷ ଓ ଏବର୍ଷ କରେ । ନା କଟକଣା ଯୋଗୁଁ ଦୋକାନ ଖୋଲୁଁ ନି। ଆର ବର୍ଷକୁ କରେ । ନା ମହାମାରୀ ଦୁର ହୋଇ ସ୍ଵାଦ୍ଭାବିକ ସ୍ଥିତି ଫେରିଥିଲେ ବୋଲବମରେ ଯିବେ ବୋଲି କହିଛନ୍ତି ବିଷ୍ଣୁକ ହଁ ର ଓ ଶିବରାମ ପ୍ରଧାନ ।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories