ଖୋଲିଲା ୧୦ ଶ୍ରେଣୀ, କରେ।ନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳରେ ହାଇସ୍କୁଲରେବ୍ୟାପକ ବ୍ୟବସ୍ଥା

Udaya_Labanya | July 26, 2021 | 16 views |0 | Breaking News


ଫୁଲ ବାଣୀ- (ସୁନୀଲ ପଟନାୟକ)
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ୨୬ ତାରିଖ ସୋମବାର ଦିନ ପରୀକ୍ଷାମୂଳକ ଭାବେ ୧୦ମ ଶ୍ରେଣୀ ପିଲାମାନଙ୍କ ପାଠପଢା ଆରମ୍ଭ ହେ।ଇଛି । ଦୀର୍ଘଦିନ ପରେ ଅଦ୍ଭିଭାବକଙ୍କ ସମ୍ମତି ପତ୍ର ସହ ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲକୁ ଆଗ୍ରହର ସହକାରେ ଆସିଛନ୍ତି।
ଛାତ୍ରଛାତ୍ରୀମାନଙ୍କୁ କ ରୋନା ସଂକ୍ରମଣ ଯେପରି ନ ହେବ ତାକୁ ଦୃଷ୍ଟିରେ ରଖି ସରକାରଙ୍କକୋଭିଡ଼ ଗାଇଡଲାଇନ କୁସଂପୂର୍ଣ୍ଣଭାବେ ମାନିସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା କଥା ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ କହିଛନ୍ତି। କନ୍ଧମାଳ ଜିଲ୍ଲାରେ ଆଜି ୧୯୦ ହାଇସ୍କୁଲ ଖୋଲିଛି ।
ସେଥିମଧ୍ୟରୁବାଲିଗୁଡ଼ାରେ ୧୪, ବାଲିଗୁଡ଼ା


ଏ ନଏସି ରେ ୪ଟି, ଚକାପାଦ ୨୦.ଦାରିଙ୍ଗବାଡି ୨୫,ଜିଉଦୟଗିରି ୧୫,କନୁଆଗାଁ ୧୭. ଖଜୁରୀପଡ଼ା ୨୦,କୋଟଗଡ ୧୨,ଫିରିଙ୍ଗିଆ ୭,ଫୁଲବାଣୀ, ୨୨, ରାଇକିଆ ୧୬, ଟିକାବାଲି ୧୭, ତୁମୁଡିବନ୍ଧ ବ୍ଲକ୧୫ଏହିପରି ୧୯୦ ହାଇସ୍କୁଲ ରହିଛି । ସବୁ ହାଇସ୍କୁଲ ଗୁଡିକ ସଫା ସୁତୁରା( ସାନିଟାଇଜ) କରାଯାଇଛି। ସେହିପରି ପାନୀୟ ଜଳ ବ୍ୟବସ୍ଥା ମଧ୍ୟରହିଛି। ସ୍କୁଲରେଟଏଲେଟବ୍ୟବସ୍ଥା ଠିକ ଠାକ ରହିଥିବାବେଳେ ୩ଟି ହାଇସ୍କୁଲରେଟ ଏଲେଟନ ଥିବାବେଳେ ୧୦ଟି ହାଇସ୍କୁଲରେ ଆଂଶିକ ଟଏଲେଟବ୍ୟବସ୍ଥା ଥିବା ସରକ।ରି ରିପୋର୍ଟରୁ ଜଣା ପଡିଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories