#Breaking News

ବାଇକକୁ ପିଟିଲା ବୋଲେରୋ , ୨ ଗୁରତର


ଫୁଲ ବାଣୀ-କ ନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିଣ୍ଡରା ଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ବୋଲେ ରୋ ଏକ
ବାଇକକୁ ପିଟିବା ଫଳରେ ବାଇକରେ ଯାଉଥିବା ଜଣ ଗୁରୁତର ଆହାତ ହୋଇଛନ୍ତି । ଆହତ ମାନଙ୍କୁ ଫିରିଙ୍ଗିଆ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।।
ଆହତ ଦୁଇଜଣ ହେଲେ ଫରିଙ୍ଗିଆ ଥାନା ଅନ୍ତର୍ଗତ ନୁଆପଦର ନିକଟ ପେନାଗିରି ଗ୍ରାମର ପପୁ ବେହେରା ଓ ମଣ୍ଟୁ ବେହେରା ବୋଲି ଜଣାପଡିଛି । ଖବର ପାଇ ଫିରିଙ୍ଗିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *