#Breaking News

ଶଙ୍କରା ଖୋଲ କନିଷ୍ଠ ମହାବିଦ୍ୟାଳୟରୁ ଚୋରୀ


ଫୁଲବାଣୀ-( ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଶଙ୍କରା ଖୋଲ କନିଷ୍ଠ ମହାବିଦ୍ୟାଳୟରୁ ସିସିଟିଭି 6କ ମେରା ସହ କିଛି ଆସବାବପତ୍ର ମଧ୍ୟ ଚୋରୀ ହୋଇଥିବା ଜଣାପଡିଛି । ଦୁଇ ଜଣ ଦୁବୃର୍ତ୍ତ କୁ ଆଡେ ଧରାପଡ଼ିଯିବା ଭୟରେ ମୁଖା ପିନ୍ଧି କଲେଜ ପରିସରରେ ପଶି ଚୋରୀ କରିନେଇ ପଳାଇଥିବା ଅଭିଯୋଗ ହୋଇଛି ।
ଏନେଇ ଶଙ୍କରା ଖୋଲ ଜୁନିୟରକଲେଜର ଅଧ୍ୟକ୍ଷ ସନ୍ତୋଷ ପ୍ରଧାନ ଟିକା ବାଲି ଥାନାରେ ଏତଲା ଦେଇଛନ୍ତି। ପୋଲିସଘଟଣାର ଛାନଭିନ୍ କରୁଛି ।

Leave a comment

Your email address will not be published. Required fields are marked *