ଶଙ୍କରା ଖୋଲ କନିଷ୍ଠ ମହାବିଦ୍ୟାଳୟରୁ ଚୋରୀ

Udaya_Labanya | July 27, 2021 | 18 views |0 | Breaking News


ଫୁଲବାଣୀ-( ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଶଙ୍କରା ଖୋଲ କନିଷ୍ଠ ମହାବିଦ୍ୟାଳୟରୁ ସିସିଟିଭି 6କ ମେରା ସହ କିଛି ଆସବାବପତ୍ର ମଧ୍ୟ ଚୋରୀ ହୋଇଥିବା ଜଣାପଡିଛି । ଦୁଇ ଜଣ ଦୁବୃର୍ତ୍ତ କୁ ଆଡେ ଧରାପଡ଼ିଯିବା ଭୟରେ ମୁଖା ପିନ୍ଧି କଲେଜ ପରିସରରେ ପଶି ଚୋରୀ କରିନେଇ ପଳାଇଥିବା ଅଭିଯୋଗ ହୋଇଛି ।
ଏନେଇ ଶଙ୍କରା ଖୋଲ ଜୁନିୟରକଲେଜର ଅଧ୍ୟକ୍ଷ ସନ୍ତୋଷ ପ୍ରଧାନ ଟିକା ବାଲି ଥାନାରେ ଏତଲା ଦେଇଛନ୍ତି। ପୋଲିସଘଟଣାର ଛାନଭିନ୍ କରୁଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories