କନ୍ଧମାଳରେ ଦୁଇ ଯାଆଙ୍କ ସହ ୨ ଶିଶୁ ନିଖୋଜ,ଥାନାରେ ଏତଲ।

Udaya_Labanya | July 28, 2021 | 68 views |0 | Breaking News


ଫୁଲ ବାଣୀ– (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଟିକାବାଲି ଅନ୍ତର୍ଗତ ଛତି ଝର ଗ୍ରାମର ଦୁଇ ଯାଆଙ୍କ ସହ ସେମାନଙ୍କ ୨ଜଣ ଶିଶୁ ନିଖୋଜ ଘଟଣାରେ ଟିକାବାଲି ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି । ଏହି ଦୁଇ ଜଣ ଯାଆ ପିଲାଙ୍କୁ ଧରି ମନ୍ଦିର ଯିବେ ବୋଲି କହି । ସ କ।ଳୁ ଘରୁ ବାହାରିଥିଲେ। ହେଲେ ଦୀର୍ଘସମୟ ପରେ ମ୍ଧ୍ଯ ଘରକୁ ନ ଫେରିବାରୁ ପରିବାର ଲୋକେ ବଜାର ,ମନ୍ଦିର, ସଂପର୍କୀୟଘରକୁ ଯାଇ ପଚରାଉଚରା କରିଥିଲେ । ହେଲେ କେଉଁଠି ମଧ୍ୟ ସେମାନଙ୍କ ଖୋଜ ଖବର ନ ମିଳିବା ଫଳରେ ଶେଷରେ ବାଧ୍ୟ ହୋଥାନାରେ ଏତେଲା ଦେଇଥିଲେ ଘର ଲୋକେ । ଏ ନେଇ . ଟିକା ବାଲି ଥାନାରେ ୫ଓ୬/୨୧ରେ ଦୁଇଟି ନିଖୋଜ ମାମଲା ରୁଜୁ କରି ଖୋଜୁଛି ପୋଲିସା
ତେବେ ଏମାନଙ୍କୁ କିଏ ଓ କାହିଁକି ଅପହରଣ କରିନେଇଛି ନା ସେମାନେ ପରିବାର ସହ କିଛି ମନେମାଳିନ୍ୟ ହେବା ଫଳରେ ନିଜ ଇଛାରେ ଚାଲିଯାଇ ପାରନ୍ତି ସେ ନେଇ ସ୍ପଷ୍ଟ ଜଣାପଡିନି । ସେମାନଙ୍କ ଶେଷ ଲୋକେସନ 6ଖ।ର୍ଦ୍ଧା ଓ ଜଟଣୀ ଦେଖାଉ ୩ ରୁ ସେମାନେ ସେହି ଅଞ୍ଚଳରେ ଥିବା ସନ୍ଦେହ କରାଯାଉଛି।ତେବେ ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ ବୋଲି ଟିକା ବାଲିପୋଲିସ କହିଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories