କାର ସହ ୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Udaya_Labanya | July 28, 2021 | 37 views |0 | Breaking News


ଫୁଲବାଣୀ-( ସୁନୀଲ ପଟନାୟକ)
ବୁଧବାର ଖଜୁରୀପଡ଼ା ଥାନା ଅନ୍ତର୍ଗତ ବାର ପୋଲିଆ ନିକଟରୁ ଏକକାର ସହ ୩୦ କେଜି ଚୋରାଗ6ଜଂ ଇଜବତ କରିଛି ଅବକାରି ବିଭାଗ। ଏଥିରେ ସଂପୃକ୍ତ ସୁସୁଲି ପାଙ୍ଗା ଗ୍ରାମର ରାହୁଲ ଦିଗଲ ନାମକ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।
କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ କର୍ମଚାରୀମାନେ ବରପୁଲି ଆଠାରେ ଛକି ବସିଥିଲେ। ଆଉ କାରକୁ ଅଟକାଇ ଯାଞ୍ଚକଲାବେଳେ କାର ଭିତରୁ ଗ6 ଜଂ ଇମିଳିଥିଲା। ଏହି ଗ6ଜଂ ଇସବୁ ଭୁବନେଶ୍ଵରକୁ ନେଉଥିଲା ରାହୁଲ ବୋଲି କହିଛି ଅବକାରୀ ବିଭାଗ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories