ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଚେତନତା ରଥ ଉଦଘାଟିତ

Udaya_Labanya | July 28, 2021 | 25 views |0 | Breaking News


ଫୁଲ ବାଣୀ- (ସୁନୀଲ ପଟନାୟକ)
ପ୍ରଧାନ ମନ୍ତ୍ରୀ ଫସଲ ବିମା ସଂକ୍ରାନ୍ତିୟ ସମସ୍ତ ସୁବିଧା ସୁଯୋଗ ଯେପରି ପାଇପାରିବେ ସେ ନେଇ ଚାଷୀମାନଙ୍କୁ ପିଏମଏଫଏସୱାଇ ଯୋଜନାରେ ଅଧିକରୁ ଅଧିକ । ଚାଷୀ ଯେପରି ସାମିଲ ହେବେ ସେ ନେଇ ଚକାପାଦ ବ୍ଲକ କୃଷି ବିଭାଗ ପକ୍ଷରୁ ବୁଧବାର ଏକ ସଚେତନତା ରଥ ର ଶୁଭାରମ୍ଭ ହୋଇଥିଲା।ଏହି ସଚେତନତା ରଥକୁ ଚକାପାଦ ତହସିଲଦାର ଶ୍ରୀମତି ମଧୁସ୍ମିତା ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା କରି ପ୍ରାକୃତିକ ଦୁର୍ବିପାକ ରେ ହୋଇଥିବାଫସଲ ହାନୀ ହେଲେ ଚାଷୀମାନଙ୍କୁ କ୍ଷତିର ଭରଣା କରାଯାଉଛି। ଏଣୁ ଏହାର ସୁଯୋଗ ନେବାପାଇଁ ତହସିଲଦାର ଚାଷୀଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି ଧାନ ହେକ୍ଟର ପିଛ।୧୧ ୬୫/-,ମକା ୫୭୨.୫୦, ଅଦା ୨୨୫୭, ହଳଦୀ ପାଇଁ ୧୬୭୫ ଟଙ୍କା ପ୍ରର୍ମିୟମ ରାଶି ଜୁଲାଇ ୩୧ ସୂଧା ବାନ୍ଧିବାକୁ ପଡିବ ବୋଲି କୃଷି ବିଭାଗ ଅଧିକାରି ହେମନ୍ତ ଦାସ କହିଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଅବିନାଶ ମେହର, ସହ କ।ରି କୃଷି ଅଧିକାରି ପ୍ର ଶାନ୍ତ ମହାପାତ୍ର,ବ୍ଲକ କୃଷି ଅଧିକାରି ଶ୍ରୀହରି କହଁର, ଆତ୍ମା ବିଟିଏମରା ରାଧାରମଣ ଶର୍ମା, ରାଜସ୍ଵ ସୁପରଭାଇଜର ବାଳକୃଷ୍ଣ ବେହେରା । ଇନସ୍ୟୁରାନ୍ସ କଂପାନୀର ଦେବେନ ପାଟଶାଣୀ,ପ୍ରମୁଖ ଙ୍କ ସମେତ ଗ୍ରାମବାସୀ । କୃଷକ ସାଥୀ, କୃଷି ବିଭାଗ ଓ ରାଜସ୍ୱ କର୍ମଚାରୀ ଉପସ୍ଥିତଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories