ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ. କନ୍ଧମାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ସରକାରି ବସଚଳାଚଳ ବନ୍ଦ

Udaya_Labanya | July 28, 2021 | 27 views |0 | Breaking News


ଫୁଲବାଣୀ- (ସୁନୀଲ ପଟନାୟକ)
ଆଜିଠୁମା ଓ ବାଦୀ ସହିଦ ସପ୍ତାହ ଆରମ୍ଭ ହୋଇଛି । ଆସନ୍ତା ୩ ତାରିଖ ଯାଏ ମାଓବାଦୀମା ନେ ସହିଦ ସପ୍ତାହ ପାଳନ କରିବେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସରକାରୀ ବସ ସବୁ ବନ୍ଦ ରହିଛି ।
ଫଳରେ ମାଓ ଅଧୁଷିତ କନ୍ଧମାଳ ଜିଲ୍ଲା 6ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବିଭିନ୍ନ ସ୍ଥାନରେ କମ୍ବି ଅପରେସନକୁ ଯୋରଦାର କରିଛି ପୋଲିସ। ସେହିପରି ଜିଲ୍ଲାର ଦାରିଙ୍ଗବାଡି, କୋଟଗଡ ତୁମୁଡିବନ୍ଧ ବ।ଲି ଗୁଡ଼ା,ଫିରିଙ୍ଗି ଆ,ଗୋଛାପଡ଼ା ଆଦି ବିଭିନ୍ନ ସ୍ଥାନରେ ପୋଲିସ ନାକା କରି ଗାଡିମଟର ସବୁ ଅଟକାଇ ଯାଞ୍ କରୁଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପେଟ୍ରୋଲିଙ୍ଗ କୁ ମଧ୍ଯ କଡ଼ାକଡ଼ି କରିଛି ପୋଲିସ।


ସହୀଦସପ୍ରାହ ବେଳେ ମାଓବାଦୀମାନେ ନିଜର ସ୍ଥିତି ଯାହିର କରିବାପାଇଁ କିଛି ଅଘଟଣ ଘଟାଇଥାନ୍ତି । ଏଥିସହ ମାଓବାଦୀ ସଂଗଠନଗୁଡିକର କାର୍ଯ୍ୟକଳାପ ବୁଦ୍ଧି କରିବାପାଇଁ ଗ୍ରାମଗୁଡିକୁ ଯାଇ ନୂତନ ସଦସ୍ୟ ସଂଗ୍ରହ କରିଥାନ୍ତି । ମୃତ ମା ଓ ବ। ଦୀଙ୍କୁ ଶ୍ରଦ୍ଧା ଜଂଳୀ ଦେବା ପାଇଁ ସହୀଦ ସ୍ଥମ୍ଭ ମଧ୍ୟ
ସ୍ଥାପନ କରିଥାନ୍ତି ।
ଜିଲ୍ଲାରେ କେକେ ବି ଏନ ଓ ଘୁମସର ନଗାବଳୀ ମାଓ ସଂଗଠନ ବି କାର୍ଯ୍ୟକରୁଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories