ସ୍ଵେଚ୍ଛାସେବୀ ସଂଗଠନ ସ୍ଵାତୀ ପକ୍ଷରୁ ଅକ୍ସିଜେନ କନସେଣ୍ଟ 6ଟ୍ରଟର ପ୍ରଦାନ

Udaya_Labanya | July 28, 2021 | 16 views |0 | Breaking News


ଫୁଲ ବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ଵାତୀ ପାବୁରିଆ ପକ୍ଷରୁ ବୁଧ ବାର ସଂଗଠନର ମୁଖ୍ୟ ଇଂହରିଶଙ୍କର ରାଉତ ଓ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ୫ ଗୋଟି ଅକ୍ସିଜେନ କନସେଣ୍ଟ ଟ୍ରେଟର ବିଭିନ୍ନ ଡାକ୍ତରଖାନାରେ ପ୍ରଦାନ କରାଯାଇଛି।
ସେଥିମଧ୍ୟରୁ ଜିଉ ଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଟି, ଚକାପାଦ ବ୍ଳକ ର ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ, ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଓ ଟିକା ବାଲି ଏମଡବ୍କ ଏଚ ରେ ଗୋଟିଏ ପ୍ରଦାନ କରିଛନ୍ତି।
ଫଳରେ ଡାକ୍ତରଖାନା କତୃପକ୍ଷ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ଵାତୀର ମୁଖ୍ୟ ଇଁ. ହରିଶଙ୍କର ରାଉତଙ୍କୁ ସାଧୁବାଦ ଜଣାଇଛନ୍ତି । ଏହା ବିଶେଷକରି କରେ । ନା ଓ ଅନ୍ୟ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ସ୍ୱାସ୍ଥ୍ୟଅଧିକାରୀମାନେ କହିଛନ୍ତି।
ସେହିପରି କରେ । ନାର ପ୍ରଥମ ଲହର ଆରମ୍ଭ ପରଠାରୁ ସ୍ଵାତୀସଂଗଠନ ପକ୍ଷରୁ ଗ୍ରାମକୁ ଗ୍ରାମ ବୁଲି ଇଂରାଉତ ଓ କର୍ମକର୍ତ୍ତାମାନେ ମିଶି ଲୋକମାନଙ୍କୁକରେ । ନା ସଚେତନତା କରିବା ସହ ମାସ୍କଓ ସାନି ଟାଇ ଜର, ଓ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରୁଥିଲେ।
ସ୍ୱା ତୀର ଏଭଳି ନିଃସ୍ଵାର୍ଥପର ପ୍ରୟାସକୁ ସ୍ଥାନୀୟ ଲୋକେ ବେଶ ପ୍ରସଂସା କରିଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories