#Breaking News

ସ୍ଵେଚ୍ଛାସେବୀ ସଂଗଠନ ସ୍ଵାତୀ ପକ୍ଷରୁ ଅକ୍ସିଜେନ କନସେଣ୍ଟ 6ଟ୍ରଟର ପ୍ରଦାନ


ଫୁଲ ବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ଵାତୀ ପାବୁରିଆ ପକ୍ଷରୁ ବୁଧ ବାର ସଂଗଠନର ମୁଖ୍ୟ ଇଂହରିଶଙ୍କର ରାଉତ ଓ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ୫ ଗୋଟି ଅକ୍ସିଜେନ କନସେଣ୍ଟ ଟ୍ରେଟର ବିଭିନ୍ନ ଡାକ୍ତରଖାନାରେ ପ୍ରଦାନ କରାଯାଇଛି।
ସେଥିମଧ୍ୟରୁ ଜିଉ ଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଟି, ଚକାପାଦ ବ୍ଳକ ର ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ, ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଓ ଟିକା ବାଲି ଏମଡବ୍କ ଏଚ ରେ ଗୋଟିଏ ପ୍ରଦାନ କରିଛନ୍ତି।
ଫଳରେ ଡାକ୍ତରଖାନା କତୃପକ୍ଷ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ଵାତୀର ମୁଖ୍ୟ ଇଁ. ହରିଶଙ୍କର ରାଉତଙ୍କୁ ସାଧୁବାଦ ଜଣାଇଛନ୍ତି । ଏହା ବିଶେଷକରି କରେ । ନା ଓ ଅନ୍ୟ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ସ୍ୱାସ୍ଥ୍ୟଅଧିକାରୀମାନେ କହିଛନ୍ତି।
ସେହିପରି କରେ । ନାର ପ୍ରଥମ ଲହର ଆରମ୍ଭ ପରଠାରୁ ସ୍ଵାତୀସଂଗଠନ ପକ୍ଷରୁ ଗ୍ରାମକୁ ଗ୍ରାମ ବୁଲି ଇଂରାଉତ ଓ କର୍ମକର୍ତ୍ତାମାନେ ମିଶି ଲୋକମାନଙ୍କୁକରେ । ନା ସଚେତନତା କରିବା ସହ ମାସ୍କଓ ସାନି ଟାଇ ଜର, ଓ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରୁଥିଲେ।
ସ୍ୱା ତୀର ଏଭଳି ନିଃସ୍ଵାର୍ଥପର ପ୍ରୟାସକୁ ସ୍ଥାନୀୟ ଲୋକେ ବେଶ ପ୍ରସଂସା କରିଛନ୍ତି।

Leave a comment

Your email address will not be published. Required fields are marked *