#Breaking News

ଫୁଲବାଣୀ ପ୍ରେସ କ୍ଳବ 6ର ସାମ୍ବାଦିକଙ୍କୁ ଦ୍ଵିତୀୟ ଡୋଜ୍‌ କୋଭିଡ଼ ଟିକା କରଣ


ଫୁଲ ବା ଣୀ(ସୁନୀଲ ପଟନାୟକ) ନିକଟରେ ରାଜ୍ୟ ସରକାର ସାମ୍ୱାଦିକମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଆଗ୍ରାଧିକାର ଭିତ୍ତିରେ ଟିକା ଦେବା ଲାଗି ଘୋଷଣା କରିଥିଲେ। ଫଳରେ, ଶନିବାର ଆଜି ସ୍ଥାନୀୟ ପ୍ରେସକ୍କବ ଠାରେ ଫୁଲବାଣୀସଦର ମହକୁମା ର ସାମ୍ବାଦିକମାନଙ୍କୁ କୋଭିଡ଼ ଟିକା ଦ୍ୱିତୀୟ ଡୋଜ ଦିଆଯାଇଛି ।ପ୍ରଥମେ ସାମ୍ବାଦିକ ଶିବ ବିଶ୍ୱାଳ, ସୂର୍ଯ୍ୟ ନାରାୟଣ ବେହେରା, ହୂରଞ୍ଜନ ସେଠି, ସଞ୍ଜୟ ପାତ୍ର, ସୁନୀଲ ବିଶ୍ୱାଳ,ଦୁଃଖିଶ୍ୟାମ ପ୍ରଧାନ ପ୍ରଶାନ୍ତ ଜେନା,ହିମାଂଶୁ ବେହେରା, ବାଳ କୃଷ୍ଣ ଚର୍ଚି,କାହ୍ନ l ପଟନାୟକ, ରାକେଶ ରାଉତ ପ୍ରମୁଖ ଙ୍କ ସମେତ ବହୁ ସାମ୍ବାଦିକ ଓ ସମ୍ପର୍କୀୟ ମାନେ କୋରାନl ଦ୍ୱିତୀୟ ଡୋଜ ଟୀକା ନେଇଥିଲେ l
ଜିଲ୍ଲାପାଳ ଡା ବୃନ୍ଦ । ଡି ଓ ସିଡି ଏମ ଓ ଡା.ରାଜଶ୍ରୀପଟନାୟକଙ୍କ ଆନ୍ତରୀକ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ଟିକାକରଣ ହୋଇଥିଲା
ଫଳରେ ଜିଲା ପ୍ରଶାସନକୁ ପ୍ରେସ କ୍ଲବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସଂପାଦକ ଅଜିତ ମହାରଣା ଓ ଜିଲ୍ଲାଫ୍ରଣ୍ଟ ଲାଇନ ମିଡ଼ିଆ । ଏସୋସିଏସନର ସଭାପତି ସୁଜିତ ବେହେରା ଓ ସଂପାଦକ ତ୍ରିନାଥ ସାହୁଙ୍କ ସମେତ ବରୀଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ,ଗୋପାଳକୃଷ୍ଣ ପଟ୍ଟନାୟକ ପ୍ରମୁଖ ସାଧୁବାଦ ଜଣାଇଛନ୍ତି । ଏହି ଟିକାକରଣ କାର୍ଯ୍ୟକ୍ରମକୁ ପ୍ରେସକ୍ଲବର ସଭାପତି ଶିବ ପ୍ରସାଦ ତ୍ରୀପାଠି, ସୁନୀଲ ପଟନାୟକ, ସୁଜିତ ବେହେରା ପ୍ରମୁଖ ଉଦଘାଟନ କରିଥିଲେ।
ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାର ଅଭିଜ୍ଞ ସ୍ଵାସ୍ଥ୍ୟ କର୍ମୀମନୀଷା ନାୟକ, ସସ୍ମିତା ସାହୁ, ବିଶ୍ୱଜିତ ବେହେରା ଓ ତନ୍ମୟ ମହାକୁଡ଼ ପ୍ରମୁଖ
ଟିକାକରଣ କରିଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *