ଫୁଲବାଣୀ ପ୍ରେସ କ୍ଳବ 6ର ସାମ୍ବାଦିକଙ୍କୁ ଦ୍ଵିତୀୟ ଡୋଜ୍‌ କୋଭିଡ଼ ଟିକା କରଣ

Udaya_Labanya | July 31, 2021 | 27 views |0 | Breaking News


ଫୁଲ ବା ଣୀ(ସୁନୀଲ ପଟନାୟକ) ନିକଟରେ ରାଜ୍ୟ ସରକାର ସାମ୍ୱାଦିକମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଆଗ୍ରାଧିକାର ଭିତ୍ତିରେ ଟିକା ଦେବା ଲାଗି ଘୋଷଣା କରିଥିଲେ। ଫଳରେ, ଶନିବାର ଆଜି ସ୍ଥାନୀୟ ପ୍ରେସକ୍କବ ଠାରେ ଫୁଲବାଣୀସଦର ମହକୁମା ର ସାମ୍ବାଦିକମାନଙ୍କୁ କୋଭିଡ଼ ଟିକା ଦ୍ୱିତୀୟ ଡୋଜ ଦିଆଯାଇଛି ।ପ୍ରଥମେ ସାମ୍ବାଦିକ ଶିବ ବିଶ୍ୱାଳ, ସୂର୍ଯ୍ୟ ନାରାୟଣ ବେହେରା, ହୂରଞ୍ଜନ ସେଠି, ସଞ୍ଜୟ ପାତ୍ର, ସୁନୀଲ ବିଶ୍ୱାଳ,ଦୁଃଖିଶ୍ୟାମ ପ୍ରଧାନ ପ୍ରଶାନ୍ତ ଜେନା,ହିମାଂଶୁ ବେହେରା, ବାଳ କୃଷ୍ଣ ଚର୍ଚି,କାହ୍ନ l ପଟନାୟକ, ରାକେଶ ରାଉତ ପ୍ରମୁଖ ଙ୍କ ସମେତ ବହୁ ସାମ୍ବାଦିକ ଓ ସମ୍ପର୍କୀୟ ମାନେ କୋରାନl ଦ୍ୱିତୀୟ ଡୋଜ ଟୀକା ନେଇଥିଲେ l
ଜିଲ୍ଲାପାଳ ଡା ବୃନ୍ଦ । ଡି ଓ ସିଡି ଏମ ଓ ଡା.ରାଜଶ୍ରୀପଟନାୟକଙ୍କ ଆନ୍ତରୀକ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ଟିକାକରଣ ହୋଇଥିଲା
ଫଳରେ ଜିଲା ପ୍ରଶାସନକୁ ପ୍ରେସ କ୍ଲବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସଂପାଦକ ଅଜିତ ମହାରଣା ଓ ଜିଲ୍ଲାଫ୍ରଣ୍ଟ ଲାଇନ ମିଡ଼ିଆ । ଏସୋସିଏସନର ସଭାପତି ସୁଜିତ ବେହେରା ଓ ସଂପାଦକ ତ୍ରିନାଥ ସାହୁଙ୍କ ସମେତ ବରୀଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ,ଗୋପାଳକୃଷ୍ଣ ପଟ୍ଟନାୟକ ପ୍ରମୁଖ ସାଧୁବାଦ ଜଣାଇଛନ୍ତି । ଏହି ଟିକାକରଣ କାର୍ଯ୍ୟକ୍ରମକୁ ପ୍ରେସକ୍ଲବର ସଭାପତି ଶିବ ପ୍ରସାଦ ତ୍ରୀପାଠି, ସୁନୀଲ ପଟନାୟକ, ସୁଜିତ ବେହେରା ପ୍ରମୁଖ ଉଦଘାଟନ କରିଥିଲେ।
ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାର ଅଭିଜ୍ଞ ସ୍ଵାସ୍ଥ୍ୟ କର୍ମୀମନୀଷା ନାୟକ, ସସ୍ମିତା ସାହୁ, ବିଶ୍ୱଜିତ ବେହେରା ଓ ତନ୍ମୟ ମହାକୁଡ଼ ପ୍ରମୁଖ
ଟିକାକରଣ କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 30 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories