ଜବାହାର ନବୋଦୟ ବିଦ୍ୟାଳୟ ଫୁଲବାଣୀ ର ପୁରାତନ ଛାତ୍ର ସଂଘ ଦ୍ୱାରା ବୃକ୍ଷ ରୋପଣ

Udaya_Labanya | August 1, 2021 | 48 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )

ଫୁଲବାଣୀ ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନଛାତ୍ର ସଂଘ ପକ୍ଷରୁ ରବିବାର ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରାଯାଇଛି.l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ କେବଳ 50ଟି ଉନ୍ନତ କିସମ ର ଲେମ୍ବୁ ବୃକ୍ଷ ରୋପଣ କରାଯାଇଛି ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ଏହାର ଲାଭ ପାଇ ପାରିବେ. l ଏହି କାର୍ଯ୍ୟକ୍ରମ ରେ ନବୋଦୟ ବିଦ୍ୟାଳୟ ଅଧକ୍ଷ ଶ୍ରୀକାନ୍ତ ରଥ, ଓ ବୈଷୟିକ ବିଦ୍ୟାଳୟ ର ଅଧକ୍ଷ ପ୍ରକାଶ ଚନ୍ଦ୍ର ସେଠି, ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ସଭାପତି ସୁର ପ୍ରସାଦ ନାୟକ, ସମ୍ପାଦକ ନୀଳମାଧଵ ଡିଗାଲ, ବରିଷ୍ଠ ନାଗରିକ ଶୁଭ୍ରେନ୍ଦୁ ପୁରୁକା୍ୟାଷ୍ଠ ଶୁଭାରମ୍ଭ କରିଥିଲେ.l ଅନ୍ୟମାନ ଙ୍କ ମଧ୍ୟରେ ରେ ନବୋଦୟ ବିଦ୍ୟାଳୟ ର ଶିକ୍ଷକ ବିଭୁତି ଭୂଷଣ ପାତ୍ର,
ମୀତୁଲ ପୁରୁକାୟାଷ୍ଟ ଏବଂ ପୁରାତନ ଛାତ୍ର ଛାତ୍ରୀ ସିମାଞ୍ଚଳ ମୁଖି, ଲଲାଟେନ୍ଦୁ ନାୟକ, ବିଚିତ୍ର ପ୍ରଧାନ, ବଳରାମ ପ୍ରଧାନ, ବୁଲି ନାୟକ, ସୁପ୍ରଭା କହ୍ନର, ରମାକାନ୍ତ ଡିଗାଲ, ଭ୍ରମରବର ନାୟକ,ଯୁଧିଷ୍ଠିର କହ୍ନର ସମସ୍ତେ ନିଜ ନିଜ ନାମରେ ଦୁଇଟି ଲେଖାଏଁ ବୃକ୍ଷ ରୋପଣ କରିଥିଲେ. ଶେଷରେ ଅଧକ୍ଷ ଙ୍କ ସହ ବିଦ୍ୟାଳୟ ର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା ହୋଇଥିଲା.l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories