#Breaking News

ରାଇକିଆ ବ୍ଳକ ନୂତନବିଡିଓଙ୍କ ଦାୟିତ୍ଵ ଗ୍ରହଣ


ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକରେ ନୂତନ ବିଡିଓ ଭାବେ ସ୍ମରଣୀକା ଟୁଲୁଦାୟୀତ୍ଵ ଗ୍ରହଣ କରିଛନ୍ତି । ତେବେ ୨୦୨୦ ବ୍ୟାଚ ଓ ଏ ଏସ ପରୀକ୍ଷାରେ ୧୦ମ ରାଙ୍କ ହାସଲ କରି ଟ୍ରେନିଙ୍ଗ ସାରି ପ୍ରଥମକରି ଜଏନ କରି ଦାୟିତ୍ଵ ଗ୍ରହଣ କରିଛନ୍ତି ।
ଏଥି ପୂର୍ବରୁ ଥିବା ବିଡିଓ ପ୍ରବୀଣ କୁମାର ବାଣୁଆ ଙ୍କୁ ବରଗଡ଼ ଜିଲ୍ଲା ଗାଏସିଲଟ ବ୍ଳକ ବିଡିଓ ଭାବେ ବଦଳୀ ହୋଇଛି ।
ନୂତନ ବିଡ଼ିଓ ସ୍ମରଣୀ କା ଟୁଲୁ ରାଇକିଆ ବ୍ଳକର ଉନ୍ନତି ନିମନ୍ତେ ଦୃଷ୍ଟି ଦେବେ ବୋଲି କହିଛନ୍ତି । ବିଶେଷକରି ଶିକ୍ଷା , ସ୍ଵାସ୍ଥ୍ୟ ଓ ଗମନାଗମନର ସୁବ୍ୟବସ୍ଥା ଦିଗରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକରିବେ ବୋଲି କହିଛନ୍ତି ସ୍ମରଣୀ କା ।
ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ଯେପରି ଗ୍ରାମାଞ୍ଚଳ ର ଗରୀବ ଲୋକେ ଯେପରି ସୁଫଳ ପାଇବେ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି ।

Leave a comment

Your email address will not be published. Required fields are marked *