ରାଇକିଆ ବ୍ଳକ ନୂତନବିଡିଓଙ୍କ ଦାୟିତ୍ଵ ଗ୍ରହଣ

Udaya_Labanya | August 1, 2021 | 105 views |0 | Breaking News


ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକରେ ନୂତନ ବିଡିଓ ଭାବେ ସ୍ମରଣୀକା ଟୁଲୁଦାୟୀତ୍ଵ ଗ୍ରହଣ କରିଛନ୍ତି । ତେବେ ୨୦୨୦ ବ୍ୟାଚ ଓ ଏ ଏସ ପରୀକ୍ଷାରେ ୧୦ମ ରାଙ୍କ ହାସଲ କରି ଟ୍ରେନିଙ୍ଗ ସାରି ପ୍ରଥମକରି ଜଏନ କରି ଦାୟିତ୍ଵ ଗ୍ରହଣ କରିଛନ୍ତି ।
ଏଥି ପୂର୍ବରୁ ଥିବା ବିଡିଓ ପ୍ରବୀଣ କୁମାର ବାଣୁଆ ଙ୍କୁ ବରଗଡ଼ ଜିଲ୍ଲା ଗାଏସିଲଟ ବ୍ଳକ ବିଡିଓ ଭାବେ ବଦଳୀ ହୋଇଛି ।
ନୂତନ ବିଡ଼ିଓ ସ୍ମରଣୀ କା ଟୁଲୁ ରାଇକିଆ ବ୍ଳକର ଉନ୍ନତି ନିମନ୍ତେ ଦୃଷ୍ଟି ଦେବେ ବୋଲି କହିଛନ୍ତି । ବିଶେଷକରି ଶିକ୍ଷା , ସ୍ଵାସ୍ଥ୍ୟ ଓ ଗମନାଗମନର ସୁବ୍ୟବସ୍ଥା ଦିଗରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକରିବେ ବୋଲି କହିଛନ୍ତି ସ୍ମରଣୀ କା ।
ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ଯେପରି ଗ୍ରାମାଞ୍ଚଳ ର ଗରୀବ ଲୋକେ ଯେପରି ସୁଫଳ ପାଇବେ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories