#Breaking News

କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ଇସ୍ତଫା


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ୍ ପ୍ରିୟଦର୍ଶନ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ପାର୍ଟିରୁ ଇସ୍ତପା ଦେଇଛନ୍ତି l ପ୍ରକାଶ ଯେ, ଗତ ତିନି ମାସ ଧରି ସେ କନ୍ଧମାଳ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଭାବରେ କାର୍ଯ୍ଯ ତୁଲାଇ ଆସୁଥିଲେ l ବ୍ଯକ୍ତିଗତ କାରଣରୁ ସେ ସଭାପତି ପଦରୁ ଇସ୍ତପା ପତ୍ର ଦେଇଛନ୍ତି Iଏହି ଇସ୍ତଫାପତ୍ର ସୋମବାର ରାଜ୍ଯ କଂଗ୍ରସ ସଭାପତି ଶ୍ରୀ ୟସିର୍ ନୱାଜ୍ ଙ୍କୁ ପ୍ରଦାନ କରିଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *