ଚାକିରୀ ବୟସ ସୀମା ବୃଦ୍ଧି ଦାବୀ କରି ଯୁବ କଂଗ୍ରେସ ର ବିକ୍ଷୋଭ

Udaya_Labanya | August 2, 2021 | 31 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ସୋମବାର କନ୍ଧମାଳଜ଼ିଲା ଯୁବ କଂଗ୍ରେସ ପକ୍ଷରୁ ସରକାରି ଚାକିରୀ ବୟସ ସୀମା ବତିଶ ବର୍ଷ ରୁ ବୟାଳିଶି ବର୍ଷ କୁ ବୃଦ୍ଧି କରିବାକୁ ଦାବୀ କରି ବିକ୍ଷୋଭ କରିଥିଲେ l
ଏ ନେଇ ଏକ ସ୍ମାରକ ପତ୍ର ଜ଼ିଲ୍ଲା ପ୍ରଶାସନ କୁ ଦେଇଥିଲେ l
ଜ଼ିଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ ଙ୍କ ନେତୃତ୍ୱରେ ଜ଼ିଲା କଂଗ୍ରେସ ସଭାପତି ଅନାମ ନାୟକ,ଏ ଆଇ ସି ସି ସଦସ୍ୟ ତଥା ଆଇ ଏନ ଟି ଇଉ ସି ନେତା ଘନ କୁମାର ଶବର, କଂଗ୍ରେସନେତା ହେମନ୍ତ କର, ସଂସାରୀ ଭୋଇ, ନଗର ସଭାପତି ଶିବଶଙ୍କର ବେହେରା. ଓ ଛାତ୍ର ନେତା ଅନୁପମ କହଁର, ପ୍ରମୁଖ ଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories