କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ

Udaya_Labanya | August 3, 2021 | 74 views |0 | Breaking News


ଫୁଲବାଣୀ -3/8 (ସୁନୀଲ ପଟନାୟକ
କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ପୋଲିସ ପେଟ୍ରୋଲିଙ୍ଗ କରିବାବେଳେ ମୁଣ୍ଡାସାହି ନିକଟରେ ଏକ ଇଣ୍ଡିକା କାରକୁ ସନ୍ଦେହରେ ଅଟକାଇ ଚେକିଙ୍ଗ କରିବାବେଳେ ସେଥିରୁ ୪୭କେଜି ୨୫୦ ଗ୍ରାମ ଓଜନର ଚୋରା
ଗ6ଜଂ ଇ ଦେଖିବାପରେ କାର , ସହ ଗ6ଜଂ ଇ ଜବତ କରିଥିଲେ। ଜବତ କାର ନମ୍ୱର ଓ ଆର.୦୨ଏ ଏନ ୩୯୪୦.
ଏ ସଂପର୍କରେ ଗୋଛାପଡ଼ା ପୋଲିସ ୬୦/୨୧ରେଏକ ମାମଲା ରୁଜୁ କରିବା ସହ ସଲାଗୁଡ଼ା ପଞ୍ଚାୟତରମୁଣ୍ଡାସାହିର ଦିଲ୍ଲିପ କୁମାର ଡିଗଲକୁ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା କଥା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ କହିଛନ୍ତି ।

ପୋଲିସ ଓ ଅବକାରୀ ବିଭାଗ ର ଏତେ ସବୁ ଚଢ଼ାଉସତ୍ବେ ଗଂଜେଇ ଚୋରା ଚାଲାଣରୋକିବା ର ନା ଧରୁନି l ଆଗକୁ ଚଢ଼ାଉ ଜାରୀ ରହିବ ବୋଲିଥାନା ଅଧିକାରି ମୁନୀ କହିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories