କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ

Udaya_Labanya | August 3, 2021 | 80 views |0 | Breaking News


ଫୁଲବାଣୀ -3/8 (ସୁନୀଲ ପଟନାୟକ
କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ପୋଲିସ ପେଟ୍ରୋଲିଙ୍ଗ କରିବାବେଳେ ମୁଣ୍ଡାସାହି ନିକଟରେ ଏକ ଇଣ୍ଡିକା କାରକୁ ସନ୍ଦେହରେ ଅଟକାଇ ଚେକିଙ୍ଗ କରିବାବେଳେ ସେଥିରୁ ୪୭କେଜି ୨୫୦ ଗ୍ରାମ ଓଜନର ଚୋରା
ଗ6ଜଂ ଇ ଦେଖିବାପରେ କାର , ସହ ଗ6ଜଂ ଇ ଜବତ କରିଥିଲେ। ଜବତ କାର ନମ୍ୱର ଓ ଆର.୦୨ଏ ଏନ ୩୯୪୦.
ଏ ସଂପର୍କରେ ଗୋଛାପଡ଼ା ପୋଲିସ ୬୦/୨୧ରେଏକ ମାମଲା ରୁଜୁ କରିବା ସହ ସଲାଗୁଡ଼ା ପଞ୍ଚାୟତରମୁଣ୍ଡାସାହିର ଦିଲ୍ଲିପ କୁମାର ଡିଗଲକୁ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା କଥା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ କହିଛନ୍ତି ।

ପୋଲିସ ଓ ଅବକାରୀ ବିଭାଗ ର ଏତେ ସବୁ ଚଢ଼ାଉସତ୍ବେ ଗଂଜେଇ ଚୋରା ଚାଲାଣରୋକିବା ର ନା ଧରୁନି l ଆଗକୁ ଚଢ଼ାଉ ଜାରୀ ରହିବ ବୋଲିଥାନା ଅଧିକାରି ମୁନୀ କହିଛନ୍ତି ।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories