ସ୍ନେକ ହେଲ୍ପଲାଇନ ଦ୍ୱାରା ବିଷାକ୍ତ ସାପ ଉଦ୍ଧାର

Udaya_Labanya | August 6, 2021 | 25 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )

କନ୍ଧମାଳ ଜ଼ିଲା ଖଜୁରୀପଡା ବ୍ଲକ ଦୁତିମେଣ୍ଡି ର ନେଡି ସାହି ରରଂଜିତା ମଲି କଙ୍କ ଘରୁ ଟିମ ହୁମାନି ଟି ର ସ୍ନେ କ ହେଳ୍ପ ଲାଇନ ସଦସ୍ୟ ମାନେଶୁକ୍ରବାର ଏକ ବିଷ ଧର ସାପ କୁ ଉଦ୍ଧାର କରିଛନ୍ତି l
ସୂଚନା ଯୋଗ୍ୟଯେ, ଖଜୁରୀ ପଡା ନେଡି ସାହିରେ ବାସ କରୁଥିବା ରଞ୍ଜିତା ମଲ୍ଲିକ ଙ୍କ ଘରେ ଏକ ବିଷଧର ସାପ ପଶିଯାଇଥିବା ନେଇ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି ଲୋକନାଥ ରାଜୁ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେl ଆଉ ଫୋନ ପାଇବା କ୍ଷଣି ଟିମ୍ ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାଇରାମ ପାତ୍ର, ପ୍ରଶାନ୍ତ ପାଣିଗ୍ରାହୀ ଓ ଅନ୍ତର୍ଯ୍ୟାମୀ ପ୍ରଧାନ ଉକ୍ତ ସ୍ଥାନରେ ପହଞ୍ଚି ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରି ସହରଠୁ ଦୁର ନିକଟସ୍ଥ ଜଙ୍ଗଲରେ ଛାଡ଼ି ଆସିଲେ।
ଫଳରେ ରଂଜିତା ଓ ଗ୍ରାମବାସୀ ପ୍ରମୁଖ ଏହି ଟିମ କୁ କୃତଜ୍ଞ ତା ଜଣାଇଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories