ନରସିଂହପୁର ବିକାଶ ପରିଷଦ ର ସାଧାରଣ ବୈଠକ ଅନୁଷ୍ଠିତ

Udaya_Labanya | August 8, 2021 | 32 views |0 | Breaking News

ନରସିଂହପୁର (ଉଲାପ୍ର)ନରସିଂହପୁର ବିକାଶ ପରିଷଦ ର କାର୍ଯ୍ୟକାରୀ ସଭାପତି ଦେବରାଜ ସ୍ୱାଇଁ ଙ୍କ ସଭାପତିତ୍ବରେ ନିଜିଗଡ଼ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ କାର୍ଯ୍ୟକାରୀ କମିଟି ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ପୃଷ୍ଟ ପୋଷୋକ ପ୍ରଭାକର ମିଶ୍ର, ସହ ପୃଷ୍ଠପୋଷକ ଅଧ୍ୟାପକ କୁଳମଣୀ ବାରିକ, ମୁଖ୍ୟ ପ୍ରବକ୍ତା ଦେବୀ ପ୍ରସାଦ ରଥ, ସାଧାରଣ ସମ୍ପାଦକ ଦେବଦତ୍ତ ମଳୟ କୁମାର ବରାଳ, ଶ୍ରମିକ ନେତା ବୈକୁଣ୍ଠ ବିହାରୀ ନାୟକ, ମୂଖ୍ୟ ସଂଯୋଜକ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଉପ ସଭାପତି ଦୂର୍ଗା ମାଧବ ମିଶ୍ର, ସୁବର୍ଣ୍ଣ କେଶରୀ ମିଶ୍ର, ଶ୍ୟାମସୁନ୍ଦର ଗୋଛି, ରଘୁନାଥ ସ୍ୱାଇଁ ସନାତନ ରଣା, ଦିବ୍ୟଲୋଚନ ମହାନ୍ତି, ସନ୍ତୋଷ ବଳବନ୍ତ ରାୟ ଆଦି ଯୋଗଦେଇଥିଲେ। କୋଷାଧକ୍ଷ ବୁଦ୍ଧିମାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories