ଆଜିର ଦିନରେ ଦେଶମାତୃକାର ସେବା କରି ଆଗେଇ ନେବା

Udaya_Labanya | August 16, 2021 | 34 views |0 | Breaking News


ବରଗଡ଼ ୧୫/୮(ସତ୍ୟ ନାରାୟଣ ପ୍ରଧାନ)
ଆଜି ଆମେ ସ୍ବାଧିନତା ର ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛୁ। ଅଗଷ୍ଟ ୧୪, ୧୯୪୭ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆମେ ବ୍ରିଟିଶ ଶାସନ ଅଧିନରେ ପ୍ରଜା ଥିଲେ। କିନ୍ତୁ ଠିକ ମଧ୍ୟ ରାତ୍ର ରେ ଆମେ ମହାନ ରାଷ୍ଟ୍ର ଭାରତର ଏକ ମୁକ୍ତ ନାଗରିକ ଭାବରେ ବଞ୍ଚିବା ଆରମ୍ଭ କରିଥିଲେ। ଏହି ସ୍ବାଧୀନତା ଦିବସ ପାଳନ ଅବସରରେ ସମସ୍ତ ସ୍ବାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ବଳିଦାନକୁ ମନେପକାଇବା । ସେହି ମହାନ୍ ସଂଗ୍ରାମୀ ମାନେ ଯାହା ଆମକୁ ଦେଇ ଯାଇଛନ୍ତି, ତାହା ଆମେ ପରିଶୋଧ କରିପାରିବା ନାହିଁ। ତେଣୁକରି ଆସନ୍ତୁ ଆଜିର ଦିନରେ ଦେଶମାତୃକାର ଭଲ ଚିନ୍ତା କରି ଦେଶ ଓ ସମାଜ କୁ ଆଗେଇ ନେବା ବୋଲି ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପ୍ରଧାନ କାରୁଣ୍ୟ ବିଦ୍ୟାଳୟ ରେ ପତାକା ଉତ୍ତୋଳନ କରି ମତ ବ୍ୟକ୍ତ କରିଥିଲେ। କୋଭିଡ କଟକଣା ମଧ୍ୟରେ କେବଳ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତି ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories