ପ୍ରେସ କ୍ଲୁବ ରେ ସ୍ୱାଧୀନତା ଦିଵସ
Udaya_Labanya | August 16, 2021 | 35 views |0 | Breaking News
ଫୁଲବାଣୀ -15/8(ସୁନୀଲ ପଟନାୟକ )
ରବିବାର ଫୁଲବାଣୀ ପ୍ରେସକ୍ଲବ ଠାରେ ପଞ୍ଚ ସ୍ତୋରି ତମ ସ୍ୱାଧୀନତା ଦିଵସ ପାଳିତ ହୋଇଛି l
ଏହି ଅବ ସରରେ ପ୍ରେସକ୍ଲବ ସଭାପତି ଶିବ ପ୍ରସାଦ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିବାସହ ବହୁ କଷ୍ଟ ସହିନିଜର ପ୍ରାଣ ବଳି ଦେଇ ଦେଶ ସ୍ୱାଧୀନତା କରିଥିବା ସେହି ପୂର୍ବଜ ମାନ ଙ୍କୁ ସ୍ମରଣ କରିବା ସହ କଷ୍ଟଲବ୍ଧ ସ୍ୱାଧୀନତା କୁ ଅକ୍ଷୁର୍ଣ ରଖିବା ଲାଗି କହିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେପ୍ରେସକ୍ଲବ ସମ୍ପାଦକ ଅଜିତ ମହାରଣା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଫିଲି ମୋହନ ନାୟକ, ସନ୍ତୋଷ ଡିଗାଲ, ସୁନୀଲ ବିଶ୍ୱାଳ, ଶିବ ନାୟକ, ସୁବାସ ପ୍ରଧାନ, ପ୍ରଶାନ୍ତ ଜେନା, ସଦାଶିବ ପାତ୍ର, ଶିବ ବିଶ୍ୱାଳ, ନାରାୟଣ ସାହୁ, ହିମାଂଶୁ ବେହେରା, ଖିରୋଦ ସାହାଣୀ, ଅଶୋକ ମହାନ୍ତି, ଅଶୋକ ପରିଡା, କାଁହୁ ଶତପଥି, ଆଦିତ୍ୟ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ବେହେରା, ବୈଦ୍ୟ ବେହେରା, ଦୁଃଖିଶ୍ୟାମ ପ୍ରଧାନ, କାହ୍ନl ପଟନାୟକ, ଜୟାଶେନ ପରିଡା, ପ୍ରଶାନ୍ତ ବେହେରା, ଶିବ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ l