ବିଭିନ୍ନ ଦାବୀ ପୁରଣ ନେଇ ଗୋଛାପଡ଼ାଠାରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

Udaya_Labanya | August 16, 2021 | 42 views |0 | Breaking News


ଫୁଲବାଣୀ-୧୬/୮ (ସୁନୀଲ ପଟନାୟକ)
ସୋମବାର ବିଭିନ୍ନ ଦାବୀ ପୁରଣ ନେଇ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଗୋଛାପଡ଼ାଛକରେ ସଚେତନ ନାଗରୀ କ ମଞ୍ଚ ପକ୍ଷରୁ ଶତାଧିକ ଲୋକ ହାତରେ ପ୍ଲାକାର୍ଡ ଧରି ବସି ରାସ୍ତ । ଅବରୋଧ କରିଛନ୍ତି। ଫଳରେ ବାଳନ୍ଦାପଡ଼ା ଓ ଫୁଲବାଣୀରୁ ବସ ଓ ଗାଡି ମଟର ଚଳାଚଳ ବନ୍ଦ ରହିଛି । ସକାଳୁ ଗାଡି ମଟର ସବୁ ଅଟକି ରହିଛି।ଅଞ୍ଚଳବାସୀଙ୍କ ଅର୍ଭିଯୋଗ ସରକାର ଶୁଶୁନାହଁନ୍ତି। ଦୀର୍ଘ ୫ବର୍ଷ ହେଲା ଜିଓଟାୱ। ର
ବସିଥିଲେ ବି କାର୍ଯ୍ୟକ୍ଷମ ହେଉନି । ଅଞ୍ଚଳରେ ସ୍ୱାସ୍ଥ୍ୟ, ପାନୀୟ ଜଳ ସମସ୍ୟା ରହିଛି । ଫଳରେ ୨୪ ଘଣ୍ଟାପାଣି ଯୋଗାଣ, ଇଣ୍ଟରନେଟ ସେବା, ଉନ୍ନତସ୍ୱାସ୍ଥ୍ୟସେବା, ଲାଇନ ମ୍ୟାନ ନିଯୁକ୍ତି ଆଦି ଦାବୀ ଅନ୍ତର୍ଭୁକ୍ତ।
ଏ ସବୁ ଦାବୀ ପୁରଣପାଇଁ ଅଞ୍ଚଳ ବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଆସୁଥିରେ ମଧ୍ଯ କୌଣସି ସୁ ଫଳ ମିଳୁନଥିବାରୁ ବାଧ୍ଯ ହୋଇ ସୋମବାର ରାସ୍ତା ଅବରୋଧ କରାଯାଇଥିବା କଥା ସଚେତନ ନାଗରୀ କ ମଞ୍ଚ ପକ୍ଷରୁ ରୋହିଁ ତ କ ହଁ ର,ଦେବା ଶିସ କହର, ସରୋଜ ଡିଗଲ, ରାଜକିଶୋର ବେହୁରୀ, ସୁରେନ୍ଦ୍ର ସାହୁ ମୁନା ମେହର ପ୍ରମୁଖ କହିଛନ୍ତି । ତେବେ ଖବର ପାଇ ଗୋଛାପଡ଼ା ପୋଲି ସ, ପ୍ରଶାସନ ପକ୍ଷରୁ
ତହସିଲଦାର ଓ ବିଡିଓ ପ୍ରମୁଖ ପହଞ୍ଚି ବୁଝାସୁଝା କରୁଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories