ବିଭିନ୍ନ ଦାବୀ ପୁରଣ ନେଇ ଗୋଛାପଡ଼ାଠାରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

Udaya_Labanya | August 16, 2021 | 48 views |0 | Breaking News


ଫୁଲବାଣୀ-୧୬/୮ (ସୁନୀଲ ପଟନାୟକ)
ସୋମବାର ବିଭିନ୍ନ ଦାବୀ ପୁରଣ ନେଇ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଗୋଛାପଡ଼ାଛକରେ ସଚେତନ ନାଗରୀ କ ମଞ୍ଚ ପକ୍ଷରୁ ଶତାଧିକ ଲୋକ ହାତରେ ପ୍ଲାକାର୍ଡ ଧରି ବସି ରାସ୍ତ । ଅବରୋଧ କରିଛନ୍ତି। ଫଳରେ ବାଳନ୍ଦାପଡ଼ା ଓ ଫୁଲବାଣୀରୁ ବସ ଓ ଗାଡି ମଟର ଚଳାଚଳ ବନ୍ଦ ରହିଛି । ସକାଳୁ ଗାଡି ମଟର ସବୁ ଅଟକି ରହିଛି।ଅଞ୍ଚଳବାସୀଙ୍କ ଅର୍ଭିଯୋଗ ସରକାର ଶୁଶୁନାହଁନ୍ତି। ଦୀର୍ଘ ୫ବର୍ଷ ହେଲା ଜିଓଟାୱ। ର
ବସିଥିଲେ ବି କାର୍ଯ୍ୟକ୍ଷମ ହେଉନି । ଅଞ୍ଚଳରେ ସ୍ୱାସ୍ଥ୍ୟ, ପାନୀୟ ଜଳ ସମସ୍ୟା ରହିଛି । ଫଳରେ ୨୪ ଘଣ୍ଟାପାଣି ଯୋଗାଣ, ଇଣ୍ଟରନେଟ ସେବା, ଉନ୍ନତସ୍ୱାସ୍ଥ୍ୟସେବା, ଲାଇନ ମ୍ୟାନ ନିଯୁକ୍ତି ଆଦି ଦାବୀ ଅନ୍ତର୍ଭୁକ୍ତ।
ଏ ସବୁ ଦାବୀ ପୁରଣପାଇଁ ଅଞ୍ଚଳ ବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଆସୁଥିରେ ମଧ୍ଯ କୌଣସି ସୁ ଫଳ ମିଳୁନଥିବାରୁ ବାଧ୍ଯ ହୋଇ ସୋମବାର ରାସ୍ତା ଅବରୋଧ କରାଯାଇଥିବା କଥା ସଚେତନ ନାଗରୀ କ ମଞ୍ଚ ପକ୍ଷରୁ ରୋହିଁ ତ କ ହଁ ର,ଦେବା ଶିସ କହର, ସରୋଜ ଡିଗଲ, ରାଜକିଶୋର ବେହୁରୀ, ସୁରେନ୍ଦ୍ର ସାହୁ ମୁନା ମେହର ପ୍ରମୁଖ କହିଛନ୍ତି । ତେବେ ଖବର ପାଇ ଗୋଛାପଡ଼ା ପୋଲି ସ, ପ୍ରଶାସନ ପକ୍ଷରୁ
ତହସିଲଦାର ଓ ବିଡିଓ ପ୍ରମୁଖ ପହଞ୍ଚି ବୁଝାସୁଝା କରୁଛନ୍ତି ।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories