#Breaking News

ଢେଙ୍କାନାଳ ଜିଲାପାଳ ଙ୍କୁ ମିଳିତ ବଜାର କମିଟି ସମ୍ବର୍ଦ୍ଧିତ କଲେ

ଢେଙ୍କାନାଳ(ଉଲାପ୍ର)ମିଳିତ ବଜାର ପୂଜାକମିଟି ତରଫରୁ ଢେଙ୍କାନାଳରେ ଯୋଗଦେଇଥିବା ନୂତନ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଉତ୍ତରୀ ଓ ଫୁଲତୋଡା ଦେଇ ମିଳିତ ପୂଜା ବଜାର କମିଟିର ସଭାପତି ବିଶ୍ୱନାଥ ବେହେରା, ରବିନାରାୟଣ ପଟ୍ଟନାୟକ, ପୀତବାସ ସାହୁଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave a comment

Your email address will not be published. Required fields are marked *