ସ୍ନେ କ ହେଲ୍ପ ଲାଇନ ଦ୍ୱାରା ଅଜଗରସାପ ଉଦ୍ଧାର

Udaya_Labanya | August 18, 2021 | 43 views |0 | Breaking News


ଫୁଲବାଣୀ -18/8(ସୁନୀଲ ପଟନାୟକ )
ଫୁଲବାଣୀ ସହର ନିକଟ ରୁଜାଙ୍ଗୀ ଆମ୍ବ୍ରିତ ନଗର ରେ ବାସ କରୁଥିବା ନାଗାର୍ଜୁନ ସାହାଣୀ ନାମକ ଜଣେ ବ୍ୟକ୍ତିଙ୍କ ଘର ପାର୍ଶ୍ୱ ରେ
ଏକ ଛଅ ଫୁଟ ର ଅଜଗର ସାପ ପସିଥିବା ନେଇ ଘର ମାଲିକ ନାଗାର୍ଜୁନ ସାହାଣୀ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକତଥା ସ୍ଵେଛା ସେବି ଭି. ଲୋକନାଥ ରାଜୁ ଙ୍କୁଫୋନରେ ଯୋଗାଯୋଗ କରିଥିଲେ ଆଉ ସଂଗେ ସଂଗେ ଟିମ୍ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି ଜଗନ୍ନାଥ ରାଜୁ, ସାଇରମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି , ଏବଂ ପ୍ରଶାନ୍ତ କୁମାର ସେନାପତିପ୍ରମୁଖ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ନିଜର ସୁରକ୍ଷା ସହିତ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହିତ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଆସିଲେ।
ଫଳରେ ଟିମ ହୁ ମାନୀଟି ର ସଦସ୍ୟ ମାନଙ୍କୁ ନାଗାର୍ଜୁନ ସାହାଣୀ ଓ ୠଜଂl ଗୀ ବାସି କୃତଜ୍ଞତା ଜଣାଇ ଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Udaya_Labanya | December 3, 2022 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ…

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

Udaya_Labanya | December 3, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ…

Leave a Reply

Your email address will not be published. Required fields are marked *

Archives

Categories