କଲିନାଜୁ ଡ୍ୟାମରେ ଚିତ୍ରଶିଳ୍ପିଆଙ୍କିଲେ ସୁନ୍ଦର କଳାକୃତୀ

Udaya_Labanya | August 19, 2021 | 27 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ)

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ରଟିଙ୍ଗିଆ ଗ୍ରାମପଞ୍ଚାୟତରେ କଲିନାଜୁ ଡ୍ୟାମ ରହିଛି। ଏହି ଡ୍ୟାମ ନିକଟରେ ଲୋକେ ପିକନିକ କରିବାଲାଗି ଆସିବା ସହ ଡ୍ୟାମ ବୁଲି ଦେଖିଥାନ୍ତି । ତେ6ବଡ୍ୟାମର ସରପ୍ଲସ ଅଞ୍ଚଳ 6ର ଆକାଶ ପ୍ରଧାନ ନାମକ ସ୍ଥାନୀୟ ଜଣେ ଚିତ୍ରଶିଳ୍ପୀଙ୍କ ସୁନ୍ଦର ସୁନ୍ଦର କଳାକୃତୀ ଲୋକଙ୍କୁ ଅଧିକ ଆକର୍ଷିତ କରୁଛି । ଏହି ଶିଳ୍ପୀ ଜଣଙ୍କ କଲିନାଜୁ ଡ୍ୟାମର ବିଭିନ୍ନ ସ୍ଥାନରେ ବାର୍ତ୍ତା ଥିବା ସୁନ୍ଦର ସୁନ୍ଦର କଳାକୃତୀ ଆଙ୍କିବା ଫଳରେ ଅଞ୍ଚଳରସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଛି। । ଆକାଶ କୁମ୍ଭିର, ଉଡ଼ନ୍ତା ମାଛ, ରାକ୍ଷ । ସ,କିଙ୍ଗଫିସର କରେ। ନା ଭାଇରସ ସଂପର୍କରେ ଅନେକ ସୁନ୍ଦର ସୁନ୍ଦର ଚିତ୍ର କରିଛନ୍ତି । ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆକାଶ କହିଛନ୍ତି।ସ୍ଥାନୀୟ ଯୁବକ ଯୁବତୀମାନେ ପ୍ରତିଦିନ ଆସି ସେ ଲଫି ଉ ଠାଉଛନ୍ତି ।
ଆକାଶ କରେ । ନା ମହାମାରୀ ସମୟରେ ଲୋକଙ୍କୁ ଚିତ୍ର ମାଧ୍ୟମରେ ସଚେତନତାବାର୍ତା ଦେଇ ପ୍ରସଂସିତ ହୋଇଥିଲେ। ଏବେ ଏହି ଚିତ୍ରକରି ସ୍ଥାନୀୟ ଲୋକଙ୍କର ମନ ଜିଣି ପାରିଛନ୍ତି ।ଏଥିରେ ଅନ୍ତରଙ୍ଗ ଯୁବସ୍ଵେଚ୍ଛାସେବୀମାନେ ଆକାଶକୁ ସହଯୋଗ କରିବା ସହ ଉତ୍ସାହୀ ତ କରିଛନ୍ତି।
ଆକାଶ ଙ୍କ ଏହି ଚିତ୍ରକଳା କୁ ସ୍ଥାନୀୟ ଲେକେ ବେଶ ପ୍ରସଂଶା କରିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Udaya_Labanya | December 3, 2022 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ…

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

Udaya_Labanya | December 3, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ…

Leave a Reply

Your email address will not be published. Required fields are marked *

Archives

Categories