ପ୍ରାଥମିକ ସ୍କୁଲ ବନ୍ଦ ନ କରିବାକୁ ଅବିଭାବକଙ୍କ ଦାବୀ

Udaya_Labanya | August 19, 2021 | 28 views |0 | Breaking News


ଫୁଲବାଣୀ(ସୁନୀଲପଟନାୟକ)
ଯେଉଁପ୍ରାଥମିକ ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅତି ନଗଣ୍ୟ ଓସରକାରଙ୍କ ଧାର୍ଯ୍ୟ ସଂଖ୍ୟକ ପିଲା ନାହିଁ।ନ୍ତି ସେ ସବୁ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ କରିବାଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ ସେହି ପ୍ରକାରେ ଟିକା ବାଲି ବ୍ଳକର ଦାସାଗୁଡ଼ା ପ୍ରାଥମିକ ସ୍କୁଲକୁ ବନ୍ଦ କରିବାଲାଗିନେଇଥିବା ନିଷ୍ପତ୍ତି ବଦଳାଇ ସ୍କୁଲ ଚାଲୁ କରିବା ଲାଗି ଦାବୀ କରିଛନ୍ତି ଅଭିଭାବକ । ଗ୍ରାମର ଛାତ୍ରଛାତ୍ରୀ ନିକଟସ୍ଥ ଲଦା ସାହି ପ୍ରକଳ୍ପ ଉଚ୍ଚବିଦ୍ୟାଳୟ କୁ ପାଠ ପଢିବା ଲାଗି ପ୍ରତିଦିନପାହାଡ ଚଢି ଯା ଆ ସ କରିବା କଷ୍ଟସାଧ୍ୟ ବ୍ୟାପାର ବେ।ଲି ଅଭିଭାବକ ବଳି କହଁର, ଗୋପାଳ କହର,ବିକ୍ରମାଦିତ୍ୟ କହଁର କହିଛନ୍ତି।

ଏନେଇ ଅଭିଭାବକମାନେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସ୍ମାରକପତ୍ର ଦେବା ସହ ପୁର୍ନବିଚାର କରିବାଲାଗି ନିବେଦନ କରିଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Udaya_Labanya | December 3, 2022 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ…

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

Udaya_Labanya | December 3, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ…

Leave a Reply

Your email address will not be published. Required fields are marked *

Archives

Categories