#Breaking News

ପୌରପାଳିକା ପକ୍ଷରୁ ଇଉଜ ଲେସ ଜିନିଷ ସଂଗ୍ରହ ଅଭିଯାନ

ଢେଙ୍କାନାଳର ପୌରପାଳିକା ପକ୍ଷରୁ ଇଉଜ ଲେସ ଜିନିଷ ସଂଗ୍ରହ ଅଭିଯାନ
ଆରମ୍ଭ ହୋଇଯାଇଛି । ସହରର ଲୋକମାନଙ୍କଠାରୁ ଭଙ୍ଗା ଟିଭି, ଭଙ୍ଗା ରେଡ଼ିଓ, ଓ ବିଭିନ୍ନ ପ୍ରକାରର ଭଙ୍ଗା ଜିନିଷ ସଂଗ୍ରହ କରାଯାଇଛି । 11 ନମ୍ବର ୱାର୍ଡ ରୁ ସାନିଟାଇଜ ଇନ୍ସପେକ୍ଟର ବିଭୁତି ଭୂଷଣ ସ୍ୱାଇଁ ଓ ସ୍ୱସ୍ଛ ସାଥି ଝରଣା ଙ୍କ ଦ୍ଵାରା ଏହି ସବୁ ସାମଗ୍ରୀ ଉଠାଯାଇଥିଲା । ପୌରପାଳିକା କର୍ମଚାରୀଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିଲା । ଯାହାଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ ହେବ ଏବଂ ରୋଗ ମୁକ୍ତ ହେବ ।

Leave a comment

Your email address will not be published. Required fields are marked *