ପୌରପାଳିକା ପକ୍ଷରୁ ଇଉଜ ଲେସ ଜିନିଷ ସଂଗ୍ରହ ଅଭିଯାନ

Udaya_Labanya | August 21, 2021 | 18 views |0 | Breaking News

ଢେଙ୍କାନାଳର ପୌରପାଳିକା ପକ୍ଷରୁ ଇଉଜ ଲେସ ଜିନିଷ ସଂଗ୍ରହ ଅଭିଯାନ
ଆରମ୍ଭ ହୋଇଯାଇଛି । ସହରର ଲୋକମାନଙ୍କଠାରୁ ଭଙ୍ଗା ଟିଭି, ଭଙ୍ଗା ରେଡ଼ିଓ, ଓ ବିଭିନ୍ନ ପ୍ରକାରର ଭଙ୍ଗା ଜିନିଷ ସଂଗ୍ରହ କରାଯାଇଛି । 11 ନମ୍ବର ୱାର୍ଡ ରୁ ସାନିଟାଇଜ ଇନ୍ସପେକ୍ଟର ବିଭୁତି ଭୂଷଣ ସ୍ୱାଇଁ ଓ ସ୍ୱସ୍ଛ ସାଥି ଝରଣା ଙ୍କ ଦ୍ଵାରା ଏହି ସବୁ ସାମଗ୍ରୀ ଉଠାଯାଇଥିଲା । ପୌରପାଳିକା କର୍ମଚାରୀଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିଲା । ଯାହାଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ ହେବ ଏବଂ ରୋଗ ମୁକ୍ତ ହେବ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories