ଶେଷ ଦେବ ମିଶ୍ର ଫୁଲବାଣୀର ନୂତନ ଉପଜ଼ିଲ୍ଲାପାଳ

Udaya_Labanya | August 23, 2021 | 27 views |0 | Breaking News


ଫୁଲବାଣୀ -23/8(ସୁନୀଲ ପଟନାୟକ )
ସୋମବାର ଶେଷ ଦେବ ମିଶ୍ର ଫୁଲବାଣୀ ର ଉପ ଜ଼ିଲ୍ଲାପାଳ ଭାବେ ଆଜି ଦାୟୀ ତ୍ବ ଗ୍ରହଣ କରିଛନ୍ତି l ସେ ଏଥିପୂର୍ବରୁ ଗଜପତି ରେ ଉପଜ଼ିଲ୍ଲା ପାଳ ଥିଲେ l
ଶ୍ରୀ ମିଶ୍ର ଆଜି ଦା ୟୀ ତ୍ବ ଗ୍ରହଣ କରିବା ପରେ ଖଜୁରୀପଡା ତହସିଲଦାର, ଫିରିଙ୍ଗିଆ ଓ ଫୁଲବାଣୀ ତହସିଲଦାର ପ୍ରମୁଖ କାର୍ଯ୍ୟାଳୟ ରେ ପହଂଚି ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ l
ଦା ୟୀ ତ୍ବ ଗ୍ରହଣ ପରେ ସେ ଫୁଲବାଣୀ ଉପଖଣ୍ଡ ଅଂଚଳ ର ସମସ୍ୟା ପ୍ରତି ଦୃଷ୍ଟିଦେବେ ବୋଲି କହିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories