#Breaking News

ଜିଲ୍ଲାପାଳ ଙ୍କ ନେଡ଼ି ପଦର ସ୍କାର୍ଟ ସ୍କୁଲ ପରିଦର୍ଶନ


ଫୁଲବାଣୀ- ୨୫/୮(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାପାଳ ଡା ବୁନ୍ଦା ଡି ବୁଧବାର ଫିରିଙ୍ଗିଆ ବ୍ଳକ ନେଡ଼ି ପଦର ସ୍ମାର୍ଟ ହାଇସ୍କୁଲ କାର୍ଯ୍ୟ ପରିଦର୍ଶନରେ ଯାଇ ଚାଲିଥିବା କାମ ବୁଲି ଦେଖିଥିଲେ । ନିର୍ମାଣ କାର୍ଯ୍ୟ ଯେପରି ଉନ୍ନତମାନର ହେବ ସେଥିପ୍ରତି ଦୃଷ୍ଟିଦେବା ଲାଗି ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନକ ମଧ୍ୟରେ ବିଡିଓ ରଶ୍ମୀରଂଜନ ମହନ୍ତ ଓ ସହକାରୀ ଯନ୍ତ୍ରୀ ଇଂ ଡ଼ି .ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
କନ୍ଧମାଳ ଜିଲ୍ଲାର ଫୁଲ ବାଣୀ ର ଦୁଇଟି ହାଇ ସ୍କୁଲକୁ ମିଶାଇ ମୋଟ ୧୦ଗୋଟିହ।ଇ ସ୍କୁଲକୁ ସ୍କାର୍ଟ ହାଇସ୍କୁଲ କରାଯାଉଛି । . ଏସବୁ ହାଇସ୍କୁଲ ଗୁଡିକର ଅତ୍ୟାଧୁନିକ ଡିଜାଇନରେ ନିର୍ମାଣ କାର୍ଯ୍ୟ ଚାଲିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଉଦଘାଟନ କରାଯିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।

Leave a comment

Your email address will not be published. Required fields are marked *