ଜିଲ୍ଲାପାଳ ଙ୍କ ନେଡ଼ି ପଦର ସ୍କାର୍ଟ ସ୍କୁଲ ପରିଦର୍ଶନ

Udaya_Labanya | August 25, 2021 | 29 views |0 | Breaking News


ଫୁଲବାଣୀ- ୨୫/୮(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାପାଳ ଡା ବୁନ୍ଦା ଡି ବୁଧବାର ଫିରିଙ୍ଗିଆ ବ୍ଳକ ନେଡ଼ି ପଦର ସ୍ମାର୍ଟ ହାଇସ୍କୁଲ କାର୍ଯ୍ୟ ପରିଦର୍ଶନରେ ଯାଇ ଚାଲିଥିବା କାମ ବୁଲି ଦେଖିଥିଲେ । ନିର୍ମାଣ କାର୍ଯ୍ୟ ଯେପରି ଉନ୍ନତମାନର ହେବ ସେଥିପ୍ରତି ଦୃଷ୍ଟିଦେବା ଲାଗି ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନକ ମଧ୍ୟରେ ବିଡିଓ ରଶ୍ମୀରଂଜନ ମହନ୍ତ ଓ ସହକାରୀ ଯନ୍ତ୍ରୀ ଇଂ ଡ଼ି .ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
କନ୍ଧମାଳ ଜିଲ୍ଲାର ଫୁଲ ବାଣୀ ର ଦୁଇଟି ହାଇ ସ୍କୁଲକୁ ମିଶାଇ ମୋଟ ୧୦ଗୋଟିହ।ଇ ସ୍କୁଲକୁ ସ୍କାର୍ଟ ହାଇସ୍କୁଲ କରାଯାଉଛି । . ଏସବୁ ହାଇସ୍କୁଲ ଗୁଡିକର ଅତ୍ୟାଧୁନିକ ଡିଜାଇନରେ ନିର୍ମାଣ କାର୍ଯ୍ୟ ଚାଲିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଉଦଘାଟନ କରାଯିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।

Share this
  •  
  •  
  •  
  •  
  •  
  •  
  •  

Related Posts

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Udaya_Labanya | December 3, 2022 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ…

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

Udaya_Labanya | December 3, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ…

Leave a Reply

Your email address will not be published. Required fields are marked *

Archives

Categories