ଜିଲ୍ଲାସ୍ତରୀୟ କ୍ୟାନସର ଚିକିତ୍ସା ଓ ପରାମର୍ଶଶିବିର

Udaya_Labanya | August 25, 2021 | 29 views |0 | Breaking News


ଫୁଲବାଣୀ-୨୫/୮(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ କ୍ୟାନସର ରୋଗର ପରୀମର୍ଶଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ଦିଲ୍ଲୀର ସର୍ବୋଦୟ ହସ୍ପିଟାଲର ବରୀଷ୍ଠକ୍ୟାନସର ବିଶେଷଜ୍ଞ ଡା.ଦିନେ ଶ
ପେଣ୍ଡା ର କର ଏହି ଶିବୀର ରେ ଉପସ୍ଥିତ ରହି ୧୮ଜଣ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥଲେ । ଅନ୍ୟମାନଙ୍କ ମଧ୍ୟରେ ଭ।ର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ଅଭୟପଟ୍ଟନାୟକ ଜିଲ।ଜନ ସ୍ଵାସ୍ଥ୍ୟ ଅଧିକ ।ରିଡା କଲ୍ୟାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରି ଡ଼ା. ବସନ୍ତ କୁମାର ପାତ୍ର, ତାଲିମ ପ୍ରାପ୍ତ କେମୋଥେରାପି ଡାକ୍ତର ଅରବିନ୍ଦ ଦାସ, ରାଜ୍ୟ ସଂଯୋଜକ ଅଣସଂକ୍ରାମକ ରୋଗ ଲଲିତ ମୋହନ ସାହୁ, ରାଜ୍ୟ ଅର୍ଥ ପରାମର୍ଶଦାତା ସ୍କୃତି ରଂଜ
ନ।ଏକ , ଜିଲ। ସ୍ୱାସ୍ଥ୍ୟ ମିଶନ ପରିଚାଳକମନୋରଂଜନ ସାହୁ, ଡାଏମସିବା ନନ୍ଦ, ଜିଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆଶିଷ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଜୟଦେବ ନା ଏକ ଙ୍କ ସମେତ ଷ୍ଟାଫ ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରି ମାନେ ସହଯୋଗ କରିଥିବାବେଳେଦୁଷ୍ମନ୍ତ ସୂତାର ଧନ୍ୟବାଦ ଦେଇଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories