ଜିଲ୍ଲାସ୍ତରୀୟ କ୍ୟାନସର ଚିକିତ୍ସା ଓ ପରାମର୍ଶଶିବିର

Udaya_Labanya | August 25, 2021 | 39 views |0 | Breaking News


ଫୁଲବାଣୀ-୨୫/୮(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ କ୍ୟାନସର ରୋଗର ପରୀମର୍ଶଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ଦିଲ୍ଲୀର ସର୍ବୋଦୟ ହସ୍ପିଟାଲର ବରୀଷ୍ଠକ୍ୟାନସର ବିଶେଷଜ୍ଞ ଡା.ଦିନେ ଶ
ପେଣ୍ଡା ର କର ଏହି ଶିବୀର ରେ ଉପସ୍ଥିତ ରହି ୧୮ଜଣ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥଲେ । ଅନ୍ୟମାନଙ୍କ ମଧ୍ୟରେ ଭ।ର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ଅଭୟପଟ୍ଟନାୟକ ଜିଲ।ଜନ ସ୍ଵାସ୍ଥ୍ୟ ଅଧିକ ।ରିଡା କଲ୍ୟାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରି ଡ଼ା. ବସନ୍ତ କୁମାର ପାତ୍ର, ତାଲିମ ପ୍ରାପ୍ତ କେମୋଥେରାପି ଡାକ୍ତର ଅରବିନ୍ଦ ଦାସ, ରାଜ୍ୟ ସଂଯୋଜକ ଅଣସଂକ୍ରାମକ ରୋଗ ଲଲିତ ମୋହନ ସାହୁ, ରାଜ୍ୟ ଅର୍ଥ ପରାମର୍ଶଦାତା ସ୍କୃତି ରଂଜ
ନ।ଏକ , ଜିଲ। ସ୍ୱାସ୍ଥ୍ୟ ମିଶନ ପରିଚାଳକମନୋରଂଜନ ସାହୁ, ଡାଏମସିବା ନନ୍ଦ, ଜିଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆଶିଷ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଜୟଦେବ ନା ଏକ ଙ୍କ ସମେତ ଷ୍ଟାଫ ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରି ମାନେ ସହଯୋଗ କରିଥିବାବେଳେଦୁଷ୍ମନ୍ତ ସୂତାର ଧନ୍ୟବାଦ ଦେଇଥିଲେ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories