#Breaking News

କ୍ୟାନ କିଡୋ ତରଫରୁ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ

କଟକ ଜିଲ୍ଲା କ୍ୟାନ୍ କି ଡୋ ଆସୋସିଏସନ, ଆଠଗଡ ପକ୍ଷରୁ ଆୟୋଜିତ ସମାନିତ ଉତ୍ସବ ବୀରକିଶୋରପୁର କାଯ୍ଯଳୟ ଠାରେ ଅନୁଷ୍ଠିତ ହୋଇଅଛି। ଏଥିରେ ବିଭିନ୍ନ କ୍ରୀଡ଼ାରେ ଆଠଗଡ଼ ମାଟି ପାଇଁ ଗର୍ବ ଆଣିଥିବା ଖେଳାଳି ମାନଙ୍କୁ ସମ୍ମାନିତ କରାଗଲା।
ଏଥିରେ ସଂଘର ସଭାପତି ରୁଦ୍ର ଚରଣ ମହାନ୍ତି ଉପସଭାପତି ଶ୍ଯାମ ପ୍ରସାଦ ପଣ୍ଡା ମୁଖ୍ୟ ପ୍ରଶିକ୍ଷକ ସନ୍ତୋଷ କୁମାର ବେହେରା ସଂପାଦକ ବଦ୍ରିନାରାୟଣ ବାହିନପତି କୋଷାଧ୍ୟକ୍ଷ ରାହୁଳ କୁମାର ଜେନା ଉପସ୍ଥିତ ଥିଲେ

Leave a comment

Your email address will not be published. Required fields are marked *