#Breaking News

ବିଜେଡି ନେତାଙ୍କ ଦବଙ୍ଗଗିରି, ଏନ ଏ ସି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ

ଫୁଲବାଣୀ -3/9/21 (ସୁନୀଲ ପଟନାୟକ ) – ପୁଣି ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ l ବାଲିଗୁଡା ଏନ ଏ ସି ରେ ଏକାଉଣ୍ଟଟାଣ୍ଟ ଭାବେ କାର୍ଯରତ ଡି ଭବାନୀ ଶଙ୍କର ଦୋରାଙ୍କୁ ବାଲିଗୁଡା ବିଧାୟକଙ୍କ ପ୍ରତିନିଧିକହୁଥିବା ଅବନୀ କୁମାର ନାୟକ ଓ ତାଙ୍କର କୋଡିଏରୁ ଉର୍ଦ୍ଧ ସହଯୋଗୀଶୁକ୍ରବାର ମରଣାନ୍ତକ ଆକ୍ରମଣ କରିଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ଏନେଇ ପୋଲିସ ବାଲିଗୁଡା ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି l ଆକ୍ରମଣ ରେ ସରକାରୀ କର୍ମଚାରୀଶ୍ରୀ ଦୋରାଗୁରୁତର ଆହତ ହୋଇଛନ୍ତି lତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାରେଭର୍ତ୍ତି କରାଯାଇଥିଲା l ପ୍ରାଥମିକଚିକିତ୍ସା ପରେ ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରାଯାଇଛି lପୋଲିସ ଘଟଣାର ତଦନ୍ତ କରୁଛି l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *