#Breaking News

ଫୁଲବାଣୀ ରେ ମେଡିକାଲ୍ କଲେଜ୍ ର ଭୂମି ପୂଜା

ଫୁଲବାଣୀ ( ସୁନୀଲ ପଟନାୟକ )ରାଜ୍ୟ ସରକାର ଫୁଲବାଣୀ ର ତିଲକ ପଡ଼l ଠାରେ ଏକ ସରକାରୀ ମେଡିକାଲ କଲେଜ କରିବାକୁ ଘୋଷଣା କରିଥିଲେ l 600 କୋଟି ଟ ଙ୍କl ର ନିର୍ମିତ ହେବାକୁ ଥିବା ଏହି ମେଡିକାଲ୍ କଲେଜ୍ 3 ବର୍ଷ ରେ କାର୍ଯ୍ୟକ୍ଷାମ କରିବା ପାଇଁ ସମୟ ସୀମା ରଖାଯାଇଛି l ଏହି ମେଡିକାଲ୍ କଲେଜ୍ ଘୋଷଣା କରିବା କ୍ଷଣି ସାପୂଜି ପାଲୁନଜୀ କମ୍ପାନୀ ଙ୍କୁ ଏହି କଲେଜ କରିବା ପାଇଁ ଦିଆଯାଇଛି l ଆଜି ସେହି ସରକାରୀ ମେଡିକାଲ୍ କଲେଜ୍ ର କାର୍ଯ୍ୟ ଆରମ୍ଭ ପାଇଁ ଭୂମି ପୂଜା ହୋଇଛି l ସାପୂଜି କମ୍ପାନୀ ର ଚିପ୍ ଇଞ୍ଜିନିୟର ମନୋଜ କୁମାର ତ୍ରିପାଠୀ ଓ କମ୍ପାନୀ ରେ କାର୍ଯ୍ୟକରୁଥିବା କର୍ମଚାରୀ ମାନେ ଥାଇ ଏହି ଭୂମିପୂଜା ହୋଇଥିଲା

Leave a comment

Your email address will not be published. Required fields are marked *