ଫୁଲବାଣୀ ରେ ମେଡିକାଲ୍ କଲେଜ୍ ର ଭୂମି ପୂଜା

Udaya_Labanya | September 6, 2021 | 43 views |0 | Breaking News

ଫୁଲବାଣୀ ( ସୁନୀଲ ପଟନାୟକ )ରାଜ୍ୟ ସରକାର ଫୁଲବାଣୀ ର ତିଲକ ପଡ଼l ଠାରେ ଏକ ସରକାରୀ ମେଡିକାଲ କଲେଜ କରିବାକୁ ଘୋଷଣା କରିଥିଲେ l 600 କୋଟି ଟ ଙ୍କl ର ନିର୍ମିତ ହେବାକୁ ଥିବା ଏହି ମେଡିକାଲ୍ କଲେଜ୍ 3 ବର୍ଷ ରେ କାର୍ଯ୍ୟକ୍ଷାମ କରିବା ପାଇଁ ସମୟ ସୀମା ରଖାଯାଇଛି l ଏହି ମେଡିକାଲ୍ କଲେଜ୍ ଘୋଷଣା କରିବା କ୍ଷଣି ସାପୂଜି ପାଲୁନଜୀ କମ୍ପାନୀ ଙ୍କୁ ଏହି କଲେଜ କରିବା ପାଇଁ ଦିଆଯାଇଛି l ଆଜି ସେହି ସରକାରୀ ମେଡିକାଲ୍ କଲେଜ୍ ର କାର୍ଯ୍ୟ ଆରମ୍ଭ ପାଇଁ ଭୂମି ପୂଜା ହୋଇଛି l ସାପୂଜି କମ୍ପାନୀ ର ଚିପ୍ ଇଞ୍ଜିନିୟର ମନୋଜ କୁମାର ତ୍ରିପାଠୀ ଓ କମ୍ପାନୀ ରେ କାର୍ଯ୍ୟକରୁଥିବା କର୍ମଚାରୀ ମାନେ ଥାଇ ଏହି ଭୂମିପୂଜା ହୋଇଥିଲା

Share this
  •  
  •  
  •  
  •  
  •  
  •  
  •  

Related Posts

ଜଗଦିଶ ବେହେରାଙ୍କ ପରଲୋକ

Udaya_Labanya | February 5, 2023 | 2 views |0

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର,…

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 102 views | 0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

Leave a Reply

Your email address will not be published. Required fields are marked *

Archives

Categories