ଆଇନଜୀବୀ ପ୍ରଭାସ ସାହୁଙ୍କ ପ୍ରଥମ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Udaya_Labanya | September 7, 2021 | 178 views |0 | Breaking News


ଆଠଗଡ(ଉଲାପ୍ର)ଆଠଗଡ ବାରର ଆଇନଜୀବି ପ୍ରଭାସ ସାହୁଙ୍କ ପ୍ରଥମ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ବାର ପରିସରରେ ଅନୁଷ୍ଠିତ ହୋଇଯାଇଛି,ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମସ୍ତ ଆଇନଜୀବି ମାନେ ଦିବଙ୍ଗତ ଆଇନଜୀବି ପ୍ରଭାସ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ଆଇନଜୀବୀ ଅଦେଇତ ଚରଣ ପଣ୍ଡା,ବିଷ୍ଣୁ ପ୍ରସାଦ ସାହୁ,ତ୍ରିନାଥ ରଥ,ସପନ

ପଟନାୟକ,ଶରତ କୁମାର ଦାଶ, ପ୍ରସନ୍ନ କୁମାର ରାଉତ,ବିଜୟ କୁମାର ବେହେରା,ସତେନ ପଣ୍ଡା,ପ୍ରମୋଦ ଜେନା,ଜଗଦାନନ୍ଦ ତ୍ରିପାଠୀ, ବନବିହାରି ସାହୁ,ପ୍ରକାଶ ସେଠି,ମନୋଜ ପଟନାୟକ,ଜ୍ଞାନରଞ୍ଜନ ମହାପାତ୍ର,ବିମ୍ବାଧର ରାଉତ,ଶ୍ୟାମାନନ୍ଦ ମହାରଣା,ରାମ ନାରାୟଣ ମହାନ୍ତି ପ୍ରମୁଖ ସମସ୍ତ ସଭ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories