#Breaking News #Uncategorized

ରାଜ୍ୟସ୍ତରୀୟ ମହୋତ୍ସବ

ଶ୍ରୀ ବଲ୍ଲଭ ତରାଇ ସମାଜସେବୀ ସ୍ମୃତି ସମ୍ମାନ-୨୦୨୧ ନିମନ୍ତେ ଚୟନ ପ୍ରାର୍ଥୀ , ରାଜ୍ୟ ସ୍ତରୀୟ ମହୋତ୍ସବ , ବଲ୍ଲଭ ପୁସ୍ତକ ଲୋକାର୍ପଣ ,କବିତା ପାଠ, ବଲ୍ଲଭ ତରାଇ ଭଜନ ସମାରୋହ ,ନିଶିଗନ୍ଧା ଜନ କଲ୍ୟାଣ ପାଣ୍ଠିର ଶୁଭ ଲୋକାର୍ପଣ, ଐତିହ ସ୍ଥାନ ପଞ୍ଚମହାଦେବଙ୍କ ପୀଠ ପରିଭ୍ରମଣ , କଂକଣ ଶିଖରୀ ସ୍ଥିତ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ , ସାହିତ୍ୟ ସାରସ୍ୱତ ସମାରୋହ ତଥା ବନ୍ଧୁ ମିଳନ ହେବାକୁ ଯାଉଛି ଆସନ୍ତା ତା ୧୮- ୯- ୨୧ ରିଖ, ଶନିବାର ସକାଳ ୧୦ ଘଟିକାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ , ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ହାଟବରଡିହ ଗ୍ରାମରେ ସ୍ବର୍ଗତ ବଲ୍ଲଭ ତରାଇଙ୍କ ଚବିଶିତମ ପୂଣ୍ୟ ତିଥି ପାଳନ ସମାରୋହରେ । ନିମ୍ନ ଲିଖିତ ମହାନୁଭବଙ୍କୁ ଉପଢୌକନ ,ସ୍ମୃତି ଚି଼ହ୍ନ ,ମାନପତ୍ର, ପୁଷ୍ପ ଗୁଚ୍ଛ,ସ୍ମୃତିରେ ବଲ୍ଲଭ ତରାଇନଙ୍କ ପୁସ୍ତକ ସହିତ ଏହି ମହା ମଞ୍ଚରେ ବିଶିଷ୍ଟ ଅତିଥି ତଥା ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବାର ଯୋଜନା ରହିଛି । ଅତଏବ ତାଲିକାସ୍ଥିତ ମହାନୁଭବଙ୍କ ସମ୍ବର୍ଦ୍ଧନା ସଭାରେ ସଦୟ ଉପସ୍ଥିତ ରହି ଆମକୁ ଆପ୍ୟାୟିତ କରିବାକୁ ବିନୀତ ଅନୁରୋଧ

୧.ହୀରାଲାଲ ପାଢ଼ୀ-ଗଂଜାମ
୨.ଗୋବିନ୍ଦ ଚନ୍ଦ୍ର ଫାରକ-ପୁରୀ
୩.ନୀରଦ ଚନ୍ଦ୍ର ଜେନା-କାନ୍ଧମାଳ
୪.ଗଣେଶ ଚନ୍ଦ୍ର ଜେନା-ବାଲେଶ୍ୱର
୫.ପୁଷ୍ପିତା ଭୋଇ-ଜଗତସିଂହପୁର
୬.ପ୍ରେମାନନ୍ଦ କୁସୁମ-ଝାରସୁଗୁଡା
୭.କୁଳମଣୀ ସାହୁ-କଟକ
୮.ମମତା ସାହୁ-ଢେଙ୍କାନାଳ
୯.କୌଶଲ୍ୟା ବେଉରିଆ -କନ୍ଧମାଳ
୧୦.କୈଳାସ ଚନ୍ଦ୍ର ପଟ୍ଟନାୟକ-
ଝାର୍ ସୁଗୁଡା
୧୧. ଜ୍ୟୋତିରଞ୍ଜନ ଦାଶ , ନୟାଗଡ଼
୧୨.କରୁଣାକର ଘଣ୍ଟୁଆଳ-ବୌଦ୍ଧ
୧୩.କରୁଣାକର ମଲ୍ଲିକ-
ମାଲକାନଗିରି
୧୪.ଅନୁସ୍ବୟା ଦେବତା-ବରଗଡ଼
୧୫.ନୀଳମଣି ଥପା -ଝାର୍ ସୁଗୁଡା
୧୬.ଗଗନ ବିହାରୀ ସ୍ୱାଇଁ-କଟକ
୧୭.ଅଖିଳେଶ କୁମାର ପଲେଇ-
ଖୋର୍ଦ୍ଧା
୧୮.ପ୍ରତିମା ପ୍ରଧାନ-ଖୋର୍ଦ୍ଧା
୧୯.ବୁନୀ ତ୍ରିପାଠୀ-ଖୋର୍ଦ୍ଧା
୨୦.ମାନସ ରଞ୍ଜନ ମହାନ୍ତି-
କେଉଁଝର
୨୧.ବିପିନ ବିହାରୀ ସ୍ୱାଇଁ-କଟକ
୨୨ .ଇଂ. ଅର୍ଚ୍ଚନା ଦାସ-ନୟାଗଡ଼
୨୩.ଭଗବାନ ଓତା-ଝାରସୁଗୁଡ଼ା
୨୪.ଅନୀଲ ଦୀକ୍ଷିତ –
ଜଗତସିଂହପୁର
୨୫.ପଣ୍ଡିତ ନାରାୟଣ ରଥ-ଖୋର୍ଦ୍ଧା

Leave a comment

Your email address will not be published. Required fields are marked *