#Breaking News

ହଜ଼ାରେ ଶବ ଦାହ କଲେଣି ଗୟାଧର


ଫୁଲବାଣୀ (ସୁନୀଲ ପଟନାୟକ )
ଆମ ସମାଜ ରେ ବହୁତ କମ ଲୋକ ଅଛନ୍ତି ଯେଉଁ ମାନଙ୍କ ଜୀବନ ଶୈଳୀ ଓ କାମ ଅତ୍ୟନ୍ତ ନିଆରା ସେମାନ ଙ୍କ ମଧ୍ୟ ରୁ ଗଦାଧର ଅନ୍ୟତମ l
ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ଏକ ହଜ଼ାରେ ରୁ ଉର୍ଦ୍ଧ ଲୋକଙ୍କ ଶବ ଦାହ କଲେଣି ଗୟାଧର l
ଫୁଲବାଣୀ ପୌର ପରିଷଦ ର ୧ ୨ ନମ୍ବର ୱାର୍ଡ ପିଅନ ପଡା ଅମ୍ବିକା ଭବନ ସାହି ରେ ରୁହନ୍ତି ଗଦାଧର l
ବଂଚିଥିବା ଯାଏ ଏଭଳି ସେବା କରୁଥିବେ ବୋଲି ଗଦା ଧର କହିଛନ୍ତି l
ଗଦାଧର ପିଲାଟି ଦିନରୁ ଅର୍ଥାତ ୧ ୯ ୮ ୫ ମସିହା ରୁ ଏହି ସେବା ଜାରି ରଖିଛନ୍ତି l
ଫୁଲବାଣୀ ର ପିଅନ ପଡା, ଫୁଲବାଣୀ ସାହି, ଏଫ ସି ଆଇ ଛକ,ସ୍ଥିତ ମଶାଣି ରେ ଗୟା ଙ୍କୁ ଦେଖିବାକୁ ମିଳବl ଏଥିରୁ ତାଙ୍କୁ ଆନନ୍ଦ ମିଳୁଛି ବୋଲି କହିଛନ୍ତି ଗଦାଧର lପରିବାର କହିଲେ ସ୍ତ୍ରୀ ଓ ଦୁଇ ପିଲା ଅଛନ୍ତି l ପିଅନ ପଡା ଛକ ରେ ଲୁଗା ପଟା ଆଇରନ କରି ଗୟାଧର ପରିବାର ପୋଷଣ କରନ୍ତି l
ଆର୍ଥିକ ଅନାଟନ ମଧ୍ୟ ରେ ରହୁଥିଲେ ମଧ୍ୟ କୌଣସି ଲୋକ ର ଶବ ପୋଡ଼ାଯିବ ସଂକ୍ରାନ୍ତରେ ଖବର ପାଇଲେ ସବୁ କିଛି ଭୁଲି ସଂଗେ ସଂଗେ ସେଠାରେ ହାଜ଼ର ହୋଇଯାନ୍ତି l କାଟିବା ଥାରୁଆରମ୍ବକରିଶବ ପୋଡ଼ିବାଯାଏ ସମସ୍ତ କାର୍ଯ୍ୟ କରନ୍ତି ଗୟାଧର l

Leave a comment

Your email address will not be published. Required fields are marked *