ହଜ଼ାରେ ଶବ ଦାହ କଲେଣି ଗୟାଧର

Udaya_Labanya | September 10, 2021 | 61 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଆମ ସମାଜ ରେ ବହୁତ କମ ଲୋକ ଅଛନ୍ତି ଯେଉଁ ମାନଙ୍କ ଜୀବନ ଶୈଳୀ ଓ କାମ ଅତ୍ୟନ୍ତ ନିଆରା ସେମାନ ଙ୍କ ମଧ୍ୟ ରୁ ଗଦାଧର ଅନ୍ୟତମ l
ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ଏକ ହଜ଼ାରେ ରୁ ଉର୍ଦ୍ଧ ଲୋକଙ୍କ ଶବ ଦାହ କଲେଣି ଗୟାଧର l
ଫୁଲବାଣୀ ପୌର ପରିଷଦ ର ୧ ୨ ନମ୍ବର ୱାର୍ଡ ପିଅନ ପଡା ଅମ୍ବିକା ଭବନ ସାହି ରେ ରୁହନ୍ତି ଗଦାଧର l
ବଂଚିଥିବା ଯାଏ ଏଭଳି ସେବା କରୁଥିବେ ବୋଲି ଗଦା ଧର କହିଛନ୍ତି l
ଗଦାଧର ପିଲାଟି ଦିନରୁ ଅର୍ଥାତ ୧ ୯ ୮ ୫ ମସିହା ରୁ ଏହି ସେବା ଜାରି ରଖିଛନ୍ତି l
ଫୁଲବାଣୀ ର ପିଅନ ପଡା, ଫୁଲବାଣୀ ସାହି, ଏଫ ସି ଆଇ ଛକ,ସ୍ଥିତ ମଶାଣି ରେ ଗୟା ଙ୍କୁ ଦେଖିବାକୁ ମିଳବl ଏଥିରୁ ତାଙ୍କୁ ଆନନ୍ଦ ମିଳୁଛି ବୋଲି କହିଛନ୍ତି ଗଦାଧର lପରିବାର କହିଲେ ସ୍ତ୍ରୀ ଓ ଦୁଇ ପିଲା ଅଛନ୍ତି l ପିଅନ ପଡା ଛକ ରେ ଲୁଗା ପଟା ଆଇରନ କରି ଗୟାଧର ପରିବାର ପୋଷଣ କରନ୍ତି l
ଆର୍ଥିକ ଅନାଟନ ମଧ୍ୟ ରେ ରହୁଥିଲେ ମଧ୍ୟ କୌଣସି ଲୋକ ର ଶବ ପୋଡ଼ାଯିବ ସଂକ୍ରାନ୍ତରେ ଖବର ପାଇଲେ ସବୁ କିଛି ଭୁଲି ସଂଗେ ସଂଗେ ସେଠାରେ ହାଜ଼ର ହୋଇଯାନ୍ତି l କାଟିବା ଥାରୁଆରମ୍ବକରିଶବ ପୋଡ଼ିବାଯାଏ ସମସ୍ତ କାର୍ଯ୍ୟ କରନ୍ତି ଗୟାଧର l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 73 views |0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | February 4, 2023 | 15 views | 0

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ…

Leave a Reply

Your email address will not be published. Required fields are marked *

Archives

Categories