ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ କାଳୁ ଦଳ ବେହେରା ଙ୍କ ପର ଲୋକ
Udaya_Labanya | September 16, 2021 | 12 views |0 | Breaking News
ଫୁଲବାଣୀ -16/9(ସୁନୀଲ ପଟନାୟକ )
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜ଼ିଲ୍ଲାପରିଷଦ ସଭ୍ୟ କାଳୁ ଚରଣ ଦଳବେହେରା ଙ୍କ ଗୁରୁବାର ମୃତ୍ଯୁ ହୋଇଯାଇଛି lମୃତ୍ଯୁ ବେଳକୁ ତାଙ୍କୁ ୫ ୭ ବର୍ଷ ହୋଇଥିଲା lସେ ଦୀର୍ଘ ଦିନ ଧରି କିଡ଼ନୀ ଜନିତ ରୋଗ ରେ ପୀଡିତ ଥିଲେ l
ସେ ୧ ୯୯0ରୁ ୯୫ ମସିହା ଯାଏ ଜିଲା ପରିଷଦ ସଭ୍ୟ ରହି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ l
ତାଙ୍କ ପୁଅ ଅଭି ଶେଖ ଦଳ ବେହେରା ବର୍ତମାନ କନ୍ଧମାଳ ଜ଼ିଲ୍ଲା ଯୁବ କଂଗ୍ରେସ ର ସାଧାରଣ ସମ୍ପାଦକ ଅଛନ୍ତି l
ତାଙ୍କ ମୃତ୍ଯୁ ରେ ପୂର୍ବତନ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନ, ପୂର୍ବତନ ସାଂସଦ ରାଧାକାନ୍ତ ଡି ଗଲ,ମୃତ୍ୟୁଞ୍ଜ ୟ ନାୟକ, ପୂର୍ବତନ ବିଧାୟକ ଅଭି ମନ୍ୟୁ ବେହେରା, କଂଗ୍ରେସ ନେତା ପ୍ରତାପପ୍ରଧାନ, ନୃସିଂହ ଶତପଥି, ଚନ୍ଦ୍ର ଶେଖର ପରିଡା, ପୂର୍ବତନ ଜି. ଉଦୟ ଗିରି ବିଧାୟକ ଜାକବ ପ୍ରଧାନ, ଦାରିଙ୍ଗ ବାଡି ବ୍ଲକ ଅଧ୍ୟକ୍ଷ ରୁଦା ମଳିକ ସାମ୍ବାଦିକ ସନ୍ତୋଷ ଡି ଗଲ,ସୁନୀଲ ପଟନାୟକ, ଶିଶିର ପଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅ ମର ଆତ୍ମା ର ସଦଗତି କାମନା କରିଛନ୍ତି l