ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ଵାମୀ ଫେରାର

Udaya_Labanya | September 19, 2021 | 51 views |0 | Breaking News


ଫୁଲବାଣୀ-(ସୁନୀଲପଟ୍ଟନୀୟ କ)
ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ଵାମୀ ଫେରାର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀକୁ ସ୍ଥାନୀୟ ଲୋକେ ଫୁଲ ବାଣୀସଦର ମହକୁମା ଡାକ୍ତରଖାନାରେ ଭର୍ତି କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଫୁଲ ବାଣୀ ଟାଉନଥାନା ଅଧିନ ଜିରିଙ୍ଗ ପଡ଼ା ଅଞ୍ଚଳରେ ।
ଜିରିଙ୍ଗପଡ଼ାନୃସିଂହ ମନ୍ଦିର ସାହିର ରମେଶନା ଏକ ଗତବିକମ୍ବିତ ରାତିରେ ସ୍ୱାମୀ ରମେଶ ମଦ୍ୟପାନ କରି ସ୍ତ୍ରୀ ଭାଗ୍ୟବତୀର ହାତ ଗୋଡ ବାନ୍ଧି ମୁଣ୍ଡକୁ ଛେଚି ଦେବା ଫଳରେ ସେ ଗୁରୁତର ଆହତ ହୋଇ ପଡିଥିଲେ। ଏନେଇ ରମେଶ ର ଝିଅ ବର୍ଷାରାଣୀ ଟାଉନଥାନାରେ ଏତେଲା ଦେଇଛନ୍ତି । ଟାଉନଥାନାପୋଲିସ ମାମଲା ରୁଜୁ କରି ତଦନ୍ତ୍ର କରୁଛି, Iଦ୍ଭାଗ୍ୟବତୀ ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନ ।ନ୍ତର କରାଯାଇଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories