#Breaking News

ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ଵାମୀ ଫେରାର


ଫୁଲବାଣୀ-(ସୁନୀଲପଟ୍ଟନୀୟ କ)
ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ଵାମୀ ଫେରାର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀକୁ ସ୍ଥାନୀୟ ଲୋକେ ଫୁଲ ବାଣୀସଦର ମହକୁମା ଡାକ୍ତରଖାନାରେ ଭର୍ତି କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଫୁଲ ବାଣୀ ଟାଉନଥାନା ଅଧିନ ଜିରିଙ୍ଗ ପଡ଼ା ଅଞ୍ଚଳରେ ।
ଜିରିଙ୍ଗପଡ଼ାନୃସିଂହ ମନ୍ଦିର ସାହିର ରମେଶନା ଏକ ଗତବିକମ୍ବିତ ରାତିରେ ସ୍ୱାମୀ ରମେଶ ମଦ୍ୟପାନ କରି ସ୍ତ୍ରୀ ଭାଗ୍ୟବତୀର ହାତ ଗୋଡ ବାନ୍ଧି ମୁଣ୍ଡକୁ ଛେଚି ଦେବା ଫଳରେ ସେ ଗୁରୁତର ଆହତ ହୋଇ ପଡିଥିଲେ। ଏନେଇ ରମେଶ ର ଝିଅ ବର୍ଷାରାଣୀ ଟାଉନଥାନାରେ ଏତେଲା ଦେଇଛନ୍ତି । ଟାଉନଥାନାପୋଲିସ ମାମଲା ରୁଜୁ କରି ତଦନ୍ତ୍ର କରୁଛି, Iଦ୍ଭାଗ୍ୟବତୀ ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନ ।ନ୍ତର କରାଯାଇଛି।

Leave a comment

Your email address will not be published. Required fields are marked *