#Breaking News

ବିଭିନ୍ନ ସମସ୍ୟା ନେଇ ବାଲିଗୁଡା ଆଦିବାସୀ ମହାବିଦ୍ୟାଳ ୟ ରେ ଛାତ୍ର ତାଲା ଠୁଙ୍କିଲେ


ଫୁଲବାଣୀ -21//9
(ସୁନୀଲ ପଟନାୟକ )
ବିଭିନ୍ନ ସମସ୍ୟା ନେଇ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ମଙ୍ଗଳ ବାର ମହାବିଦ୍ୟାଳୟ ସମ୍ମୁଖରେ ଭି କ୍ଷୋ ଭ ପ୍ରଦର୍ଶନ କରିବା ସହ ଗେଟ ସମ୍ମୁଖରେ ତାଲା ଠୁଙ୍କି ଦେଇଛନ୍ତି l
ସେମାନଙ୍କ ଦାବୀ ଗୁଡିକ ହେଲା ଆଡିମିଶନ ଫୀ କମାଇବା, ପାନୀୟ ଜଳ ସମସ୍ୟା, ଅଧ୍ୟାପକ, ଓ ଅଧ୍ୟକ୍ଷ ପଦ ଦୀର୍ଘ ଦିନ ଧରି ଖାଲି ପଡିବା ପଦବୀ ପୂରଣ କରିବା, ଆଦି ଦାବୀ ଅନ୍ତର ଭୁକ୍ତlମହାବିଦ୍ୟାଳୟ ର ଉନ୍ନତି ନିମନ୍ତେ ପନ୍ଦର ଲକ୍ଷ ଟଙ୍କା ଆସିଥିବା ଅନୁଦାନ କୌଣସି କାମ ନ ହୋଇ ପଡିଥିବା ଅଭିଯୋଗକରିଛନ୍ତି ଛାତ୍ର ଛାତ୍ରୀ l
ଦାବୀ ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରିରହିବ ବୋଲି ଛାତ୍ର ନେତା ମାନେ କହିଛନ୍ତି l

Leave a comment

Your email address will not be published. Required fields are marked *