ବିଭିନ୍ନ ସମସ୍ୟା ନେଇ ବାଲିଗୁଡା ଆଦିବାସୀ ମହାବିଦ୍ୟାଳ ୟ ରେ ଛାତ୍ର ତାଲା ଠୁଙ୍କିଲେ

Udaya_Labanya | September 21, 2021 | 56 views |0 | Breaking News


ଫୁଲବାଣୀ -21//9
(ସୁନୀଲ ପଟନାୟକ )
ବିଭିନ୍ନ ସମସ୍ୟା ନେଇ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ମଙ୍ଗଳ ବାର ମହାବିଦ୍ୟାଳୟ ସମ୍ମୁଖରେ ଭି କ୍ଷୋ ଭ ପ୍ରଦର୍ଶନ କରିବା ସହ ଗେଟ ସମ୍ମୁଖରେ ତାଲା ଠୁଙ୍କି ଦେଇଛନ୍ତି l
ସେମାନଙ୍କ ଦାବୀ ଗୁଡିକ ହେଲା ଆଡିମିଶନ ଫୀ କମାଇବା, ପାନୀୟ ଜଳ ସମସ୍ୟା, ଅଧ୍ୟାପକ, ଓ ଅଧ୍ୟକ୍ଷ ପଦ ଦୀର୍ଘ ଦିନ ଧରି ଖାଲି ପଡିବା ପଦବୀ ପୂରଣ କରିବା, ଆଦି ଦାବୀ ଅନ୍ତର ଭୁକ୍ତlମହାବିଦ୍ୟାଳୟ ର ଉନ୍ନତି ନିମନ୍ତେ ପନ୍ଦର ଲକ୍ଷ ଟଙ୍କା ଆସିଥିବା ଅନୁଦାନ କୌଣସି କାମ ନ ହୋଇ ପଡିଥିବା ଅଭିଯୋଗକରିଛନ୍ତି ଛାତ୍ର ଛାତ୍ରୀ l
ଦାବୀ ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରିରହିବ ବୋଲି ଛାତ୍ର ନେତା ମାନେ କହିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 73 views |0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | February 4, 2023 | 15 views | 0

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ…

Leave a Reply

Your email address will not be published. Required fields are marked *

Archives

Categories