ଦୀର୍ଘବର୍ଷ ଧରି ପାଉଣା ମିଳିଲା ନି ହିତାଧିକାରି ପଞ୍ଚାୟତ ଫାଟକ ତାଲା ପକାଇଲେ

Udaya_Labanya | September 23, 2021 | 30 views |0 | Breaking News


ଫୁଲବାଣୀ-୨୩/୯ ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୫ ବର୍ଷ ହେଲା ପାଉଣା
ଗଣ୍ଡାକ ପାଇଁ ପଞ୍ଚାୟତକୁ ଦଉଡି ଦଉଡି ହତାଶ ହେବା ଫଳରେ ଶେଷରେ ଗୁରୁବାର ପଞ୍ଚାୟତକାର୍ଯ୍ୟାଳୟଫାଟକରେ ତାଲା ଠୁକି ବସିଲେ । ହିତ । ଧିକାରୀ ଜଣଙ୍କ ହେଉଛନ୍ତି ଦୁତିମେଣ୍ଡି ପଞ୍ଚାୟତର ଚନ୍ଦ୍ରଶେଖର କହଁର, ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଖଜୁରୀପଡ଼ା ବ୍ଲକ୍ ଦୁତିମେଣ୍ଡି ପଞ୍ଚାୟତରେ ।
ତ।ଲା ପଡିବା ଫଳରେ ସରପଞ୍ଚ ଓ କର୍ମଚାରୀମାନେ ପଦାକୁ ଆସିପାରିଲେନି କିମ୍ବା କାମରେ ଆସିଥିବା ଲୋକେ ପଞ୍ଚାୟତ କIର୍ଯ୍ୟ।ଳୟ ଭିତରକୁ ମଧ୍ୟ ଯାଇପାରିଲେନି.. I
ଦୀର୍ଘସମୟ ଧରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖି ଖୋଦ ସରପଞ୍ଚ ଯାଇ ବୁଝାସୁଝା କରିବା ପରେ ଚନ୍ଦ୍ରଶେଖର ତ।ଲା
ଖୋଲିବା ପରେ ପରିସ୍ଥିତିକୁ ଆଡେ ସ୍ଵାଦ୍ଭାବିକ ହୋଇଥିଲା।

Share this
  •  
  •  
  •  
  •  
  •  
  •  
  •  

Related Posts

ଜଗଦିଶ ବେହେରାଙ୍କ ପରଲୋକ

Udaya_Labanya | February 5, 2023 | 2 views |0

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର,…

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 102 views | 0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

Leave a Reply

Your email address will not be published. Required fields are marked *

Archives

Categories