#Breaking News

୨ ୨ କେଜି ଗଂଜେଇ ଜବତ, ୨ ଗିରଫ


ଫୁଲବାଣୀ -28/9(ସୁନୀଲ ପଟନାୟକ )
କନ୍ଧମାଳ ଜିଲା ରାଣୀପଥର ଘାଟିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ ଗୋଟିଏ ବୋଲେରୋ ସହ 22 କେଜି ଗଞ୍ଜେଇ ଜବତକରାଯାଇଛି ।
ଏହି ଘଟଣାରେ ଗାଡି ଚାଳକ ସହ ଦୁଇ ଜଣକୁ ଗିରଫ କରାଯାଇଥିବା କହିଛନ୍ତି ଅବକାରୀ ଇନ୍ସେପେକେଟର ସୁରେଶ ଚନ୍ଦ୍ର ତାଣ୍ଡି।
ଅଭିଯୁକ୍ତ ମାନେହେଲେ ସୁନ୍ଦରଗଡ ଲେଫ୍ରିପଡ଼ା ର ଲକ୍ଷଣ ଯାଦବ ଓ ଲକ୍ଷଣ ମହାକୁଡ଼ ଵୋଲି ଅବକାରୀ ବିଭାଗ କହିଛି l
କନ୍ଧମାଳ ଜିଲ୍ଲାରୁ ରାଉରକେଲା ଅଞ୍ଚଳକୁ ଏହି ସବୁ ଗଞ୍ଜେଇଚୋରା ଚାଲାଣ ହେଉଥିବା ଜଣାପଡିଛି।

Leave a comment

Your email address will not be published. Required fields are marked *