କନ୍ଧମାଳ ରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୭ ଆହତ
Udaya_Labanya | November 1, 2021 | 136 views |0 | Breaking News
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ଠାରେଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ ଏଥିରେ ବସିଥିବା ୭ ଜଣ ଗୁରୁତର ଆହାତ ହୋଇଛନ୍ତି lସେମାନଙ୍କ ମଧ୍ୟରୁ ଜଣେ ଗୁରୁତରହୋଇପଡିଛନ୍ତି ।ସେମାନେ କୁଡୁତୁଲିରୁ କଞ୍ଜାମେଣ୍ଡି ଆସୁଥିବା ବେଳେ ଘଟିଛି ଦୁର୍ଘଟଣା ।ଆହତ ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପ୍ରଥମେ କ.ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ
ସମସ୍ତ ଗୁରୁତର ଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ସ୍ଥାନା ନ୍ତରକରାଯାଇଛି l