ବଜ ରଙ୍ଗ ଦଳ ପକ୍ଷରୁ ରକ୍ତ ଦାନ ଶିବିର

Udaya_Labanya | November 3, 2021 | 15 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ନଭେମ୍ବର ୨ ତାରିଖ ପବିତ୍ର ହୁତାତ୍ମା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଟିକାବାଲି ବଜରଙ୍ଗ ଦଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ,ଉକ୍ତ କାର୍ଯ୍ୟକ୍ରମରେ ମାନନୀୟ Bଲକ୍ଷ୍ମୀକାନ୍ତ ନନ୍ଦ (ସହ ଗଞ୍ଜାମ ବିଭାଗ ସଙ୍ଘ ଚାଳକ rss) କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିବା ସହ ହୁତାତ୍ମା ସମ୍ବନ୍ଧରେ ମାର୍ଗଦର୍ଶନ କରାଇଥିଲେ , ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ର ସଭାପତି ମାନନୀୟ କାମଦେବ ପ୍ରଧାନ , କନ୍ଧମାଳ ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ରାକେଶ ମିଶ୍ର , ଗଞ୍ଜାମ ଜିଲ୍ଲା ସେବା ଭାରତୀ ସଂଯୋଜକ ଗଣେଶ ନାୟକ ,ଡ଼. ଜ୍ୟୋତି ରଞ୍ଜନ ଜେନା , ଡ଼. ସତ୍ୟ ନାରାୟଣ ସାମଲ ପ୍ରମୁଖ ଉପସ୍ଥିତ ଥିଲେ , ଏହି କାର୍ଯ୍ୟକ୍ରମ ଟିକୁ ବଜରଙ୍ଗ ଦଳ ଟିକାବାଲି ପ୍ରଖଣ୍ଡ ସଂଯୋଜକ ଟିକୁନୁ ବେହେରା , ସହ ସଂଯୋଜକ ଶିବ ପ୍ରସାଦ ମହାନ୍ତି , ରଞ୍ଜନ ପାତ୍ର ,ରଜତ ଭୋଇ , ନୀଳମାଧବ ପାତ୍ର ,ହରିହର ପଣ୍ଡିତ , ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୁଦ୍ର ପ୍ରସାଦ ସେଠି ,ବଜରଙ୍ଗ ଦଳ ଟିକାବାଲି ପ୍ରଖଣ୍ଡ ଗୋ ସୁରକ୍ଷା ପ୍ରମୁଖ ଗଣେଶ ନାୟକ,ଟିକାବାଲି ବିଶ୍ବହିନ୍ଦୁ ପରିଷଦ ସମ୍ପାଦକ ପବିତ୍ର ସାହୁ ,ଯୁଗଳ ପଣ୍ଡା, ମନୋରଞ୍ଜନ ପାତ୍ର ପ୍ରମୁଖ ପରିଚାଳନା କରିଥିବା ସହ ଟିକାବାଲି ବିଶ୍ବହିନ୍ଦୁ ପରିଷଦ ସଭାପତି ମାନନୀୟ ପ୍ରମୋଦ ପାଣିଗ୍ରାହୀ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 27 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories