ମାଟିଦୀପ ର ଚାହିଦା କମିବାରେ ଲାଗିଛି

Udaya_Labanya | November 3, 2021 | 26 views |0 | Breaking News


ଫୁଲ ବାଣୀ(ସୁନୀଲ ପଟନାୟକ )
କରେ । ନା ସଂକ୍ରମଣ ଯୋଗୁଁ ବର୍ଷାଧିକ କାଳ ମନ୍ଦିର ବନ୍ଦ ଆଉ ତ।ସାଙ୍ଗକୁ ସରକାରଙ୍କ ଦୀପାବଳୀ ଓ ବାଣଫୁଟାଇବା ଉପରେ କଟକଣା ଯୋଗୁଁ ଲୋକେ ଆଉ ଆଗପରି ମାଟି ଦୀପ କିଣୁ ନାହାନ୍ତି । ତା ସାଙ୍ଗକୁ ଲିଚୁ ଲାଇଟ ର ମଧ୍ୟ ଡିମାଣ୍ଡ ବଢୁଛି ।
ଏପରି ସ୍ଥଳେ ମାଟିଦୀପ ତିଆରି କରି ଦୀପାବଳୀକୁ ଅନ।ଇଥିବା କୁମ୍ଭକାର ମାନେ ଏବେ ଚିନ୍ତାରେ ବସିଛନ୍ତି ।
ଏବର୍ଷ କରେ । ନା ସଂକ୍ରମଣ କମିଯାଇଛି ଆଉ ଜାକଜକମରେ ଲୋକେ ଦୀପାବଳୀ ଉତ୍ସବ ମନାଇବେ।
ଫଳରେ ମାଟି ଦୀପ ଭଲବିକ୍ରୀ ହେବ ଆଉ ଦି’ ପଇସା ଲାଭବାନ ମଧ୍ୟ ହେବେ ବୋଲି ଭାବି ଥିଲେ କୁମ୍ଭକାର। ତେବେ ମାଟିଦୀପର ଏତଟା ଚାହିଦା ନାହିଁ।କାଂଦ୍ଭା ଲୋକେ ବିଧିକୁ କିଣୁଛନ୍ତି । କେବଳ ପରିଶ୍ରମ ହିଁ ସାର ହେଉଛି । କିଛି ମୂଲ୍ୟ ମିଳୁନି ବୋଲି କୁମ୍ଭକାର ମାନେ କହିଛନ୍ତି । ଏପରି ସ୍ଥଳେ ଆଜିର ମହଙ୍ଗା ଯୁଗରେ ପରିବାର କିପରି ଚଳିବ ବୋଲି କହିଛନ୍ତି ସେମାନେ।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories