ଲାଞ୍ଚୁଆ ସେକ୍ସନ ଅଫିସର ଭିଜିଲାନ୍ସ ହାତରେ ଧରାପଡ଼ିଲେ

Udaya_Labanya | November 4, 2021 | 27 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଆଇ ଟି ଡି ଏ ସେକ୍ସନ ଅଫିସର ବସନ୍ତ କୁମାର ପାଣି ଜଣେ ଠିକାଦାର ଙ୍କ ସି କୁ ରି ଟି ଟଙ୍କା ବିଲ ପାସ କରିଦେବା ଲାଗି ଛ ହଜ଼ାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l
ପୂର୍ବରୁ ବିଲ ପାସ ପାଇଁ ଦୁଇ ହଜ଼ାରଟଙ୍କା ନେଇଥିବାବେଳେ ବୁଧବାର ବାକି ଛ ହଜ଼ାର ଟଙ୍କା ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି l
ପାଣି ଙ୍କ ବl ସଭବନ ରେ ଭିଜିଲାନ୍ସ ର ୫ ଜଣିଆ ଟିମ ଚଢ଼ାଉ କରିଛି l
ବାସଭବନ ରୁ କୁ ଆଡେ ଟଙ୍କା ବାହାରୁଥିବା କୁହାଯାଉଛି l ତଦନ୍ତ ପରେ ସର୍ବିଶେଷ ତଥ୍ୟ ଜଣା ପଡିବ ବୋଲି ଭିଜିଲାନ୍ସ ଡି ଏସ ପି ଅରୁଣ ନାୟକ କହିଛନ୍ତି l ପାଣି ଙ୍କ ବିରୁଦ୍ଧରେ ପୂର୍ବରୁ ବହୁ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା l

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 30 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories