ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ରେ ଚାଲିଛି ମେସିନ ରେ କାମ

Udaya_Labanya | November 5, 2021 | 103 views |0 | Uncategorized

ଢେଙ୍କାନାଳ(ଉଲାପ୍ର(ଦୀପ ତଳେ ଅନ୍ଧାର ଦିନ ଦିହପାରେ ଚାଲିଛି ମନରେଗା କାର୍ଯ୍ୟ…. କଙ୍କଡ଼ାହାଡ଼ ବ୍ଲକ ନାକ ତଳେ ଚାଲିଛି ଦିନରେ ମେସିନ ଦ୍ୱାରା କାମ!କରଗୋଳା ପଂଚାୟତ ଅଧୀନରେ ଥିବା ରାମେଶ୍ୱର ହାଇସ୍କୁଲ ଖେଳ ପଡିଆର ମନରେଗା ଯୋଜନାରେ ପାଞ୍ଚ ଲକ୍ଷମଜୁର ହୋଇଛି !ଏଠି ଶ୍ରମିକ ବଦଳରେ ମେସିନ ଲଗାଇ କାମ କରୁଛନ୍ତି!ବ୍ଲକ ପ୍ରଶାସନ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ଜାଣତରେ ମନରେଗା ଯୋଜନାର ଆତ୍ମସାତ କରୁଛନ୍ତି!ଖୋଦ ବ୍ଲକ ପାଚେରୀକୁ ଲାଗିଛି ଏହି ଖେଳ ପଡିଆ କେମିତି ଜାଣିପାରୁନି ବ୍ଲକର ଅଧିକାରୀ!ଏ ବିଷୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହିତ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ ଲାଗିନଥିଲା!ମନରେଗା ଯୋଜନାରେ ମେସିନ ଲଗେଇ ହେଉଥିବା ମନରେଗା ଯୋଜନାର ବାରମ୍ବାର ଅଭିଯୋଗ ପରେ ବି ବ୍ଲକ ପ୍ରଶାସନ ଚୁପ କିନ୍ତୁ ଜବ କାର୍ଡ ଧାରି କରୋନା ମହାମାରୀରେ କାମ ନ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି!

Share this
  •  
  •  
  •  
  •  
  •  
  •  
  •  

Related Posts

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସାନଉଲମା ଗ୍ରାମରେ…

Udaya_Labanya | September 30, 2022 | 7 views |0

_ ନବରଙ୍ଗପୁର/ ଡାବୁଗାଁ(ନି.ପ୍ର): ତା. ୨୯/୦୯/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଉଲମା ଗ୍ରାମରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ ଓ ଆର୍ଥିକ ସଚେତନତା ଉପରେ କାଯ୍ୟ କରୁଥିବା…

ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀପୁରସ୍କୃତ

Udaya_Labanya | September 25, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରବିବାରଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବ ର ସମ୍ମିଳନୀ କକ୍ଷ ଠାରେସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁମାନପତ୍ର, କପ, ଅର୍ଥ ରାଶି ପ୍ରଦାନ…

Leave a Reply

Your email address will not be published. Required fields are marked *

Archives

Categories