ବଡମ୍ବା ରେ ଦୁଇ ଜଣ ଶିକାରୀ ହାତି ଶିକାର କରିବାକୁ ଯାଇ ଗୋପପୁର ବନବିଭାଗ ହାତରେ ଧରା ପଡିଲେ

Udaya_Labanya | November 7, 2021 | 89 views |0 | Breaking News

ବଡମ୍ବା(ଉଲାପ୍ର)ବଡମ୍ବା ବନବିଭାଗ ଅଧିନରେ ଥିବା ଜାନିପଦର ଓ ଖାରୋଡ ବନାଚଂଳ ରେ ହାତି ଶିକାର କରିବାକୁ ଯାଇ ରାଜୀବ କୁମାର ଓ ରାଜୁ ଦେହୁରୀ ବନ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଓ ଶିଶା ଜବତ କରିଛି ବଡମ୍ବା ଗୋପପୁର ବନବିଭାଗର କର୍ମଚାରୀ ମାନେ, ସେମାନେ ଗତକିଛି ବର୍ଷ ହେଲା ଜଙ୍ଗଲରେ ଶିକାର କରୁଥିଲେ ମଧ୍ୟ ବନବିଭାଗ ସେମାନଙ୍କର ଟେର ପାଉନଥିଲା,କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories