#Breaking News

ବଡମ୍ବା ରେ ଦୁଇ ଜଣ ଶିକାରୀ ହାତି ଶିକାର କରିବାକୁ ଯାଇ ଗୋପପୁର ବନବିଭାଗ ହାତରେ ଧରା ପଡିଲେ

ବଡମ୍ବା(ଉଲାପ୍ର)ବଡମ୍ବା ବନବିଭାଗ ଅଧିନରେ ଥିବା ଜାନିପଦର ଓ ଖାରୋଡ ବନାଚଂଳ ରେ ହାତି ଶିକାର କରିବାକୁ ଯାଇ ରାଜୀବ କୁମାର ଓ ରାଜୁ ଦେହୁରୀ ବନ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଓ ଶିଶା ଜବତ କରିଛି ବଡମ୍ବା ଗୋପପୁର ବନବିଭାଗର କର୍ମଚାରୀ ମାନେ, ସେମାନେ ଗତକିଛି ବର୍ଷ ହେଲା ଜଙ୍ଗଲରେ ଶିକାର କରୁଥିଲେ ମଧ୍ୟ ବନବିଭାଗ ସେମାନଙ୍କର ଟେର ପାଉନଥିଲା,କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *