ବିଧାରପୁର ଟେ ନାଳର ଅବସ୍ଥା କିପରି ଅଛି

Udaya_Labanya | November 10, 2021 | 112 views |0 | Breaking News

ବଡମ୍ବା( ଉଲାପ୍ର)ସବୁଜାଣି ନିରବ ବଡମ୍ବା ପ୍ରଶାସନ । ସରକାରଙ୍କ ମାଳ ମାଳ ଯୋଜନା ଚାଲିଛି । କିନ୍ତୁ ତାହା ରାଜନେତା ଓ ବିଧାୟିକା ଓ ବିଧାୟକଙ୍କ ଅଧିନରେ ଥିବା ଲୋକଙ୍କ ପାଇଁ । ନାହିଁ ଯୋଜନାରେ ଗରିବଙ୍କ ଲାଭ କେବଳ ଅଛି ରାଜନେତା ଙ୍କ ଲାଭ ଯାହା ବଡମ୍ବା ର ଅଭିମାନପୁର ପଂଚାୟତ ବିଧାରପୁର ରେ ଥିବା ନାଳ କୁ ଦେଖିଲେ ବୁଝିହୁଏ । ନାଳ ପଡିଛି ଖୋଲା ଏବଂନାଳରେ ଉଠିଲାଣି ଅନେକ ଗଛ ପ୍ରଶାସନ ବୋଧହୁଏ କୁଜିନେତାଙ୍କ ଚାପରେ ଚୁପ ।ବଡମ୍ବା ର ଶେଷ ସୀମା ନାଳ ପୁରାତନ ତାକୁ ନୁତନ ରୂପ ଦେଇଦେଲେ ସରକାର । ବିଧାରପୁର ଦେଇ ଯାଇଥିବା ନାଳରେ ଏଭଳିକି ଆଉ ପାଣି ଯାଉନାହିଁ । ଯାହାର ମରାମତି କୁ ସାଧାରଣ ରେ ଦାବି ହେଇଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories