କନ୍ଧମାଳ କଂଗ୍ରେସ ପକ୍ଷରୁ ବିକ୍ଷୋଭ

Udaya_Labanya | November 12, 2021 | 25 views |0 | Breaking News


ଫୁଲବାଣୀ-ସୁନୀଲପଟନାୟକ)
ମାନ୍ୟବର ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ଵେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ମାଦି କୁନ୍ଦା ଛକଠାରେ ହାତରେ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଦୋକାନବଜାର ବନ୍ଦରଖିବାକୁ କର୍ମୀମାନେ କହୁଥିଲେ ।
ଜିଲ୍ଲା ସଭାପତି ଅନାମନା ଏକ ଓ ଆଇଏନଟିୟୁସିନେତା ଘନଶବରଙ୍କ ନେତୃତ୍ଵରେ ବନ୍ଦ ଡ଼ାକର । ଅବସରରେ କର୍ମୀମାନେ ଏକ ଯୁଟ ହୋଇନାରାଦେଇଥିଲେ । ମ। କୁ ସମ୍ମାନ ଦେବା ନାମରେ ମମିତା ମେହରଙ୍କ ଭଳି ଅନେକ ମା ଭଉଣୀଙ୍କ ହତ୍ୟାକାରୀ ସରକାରର ଆପାରଗ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ଛ ଘଣ୍ଟିଆ ବନ୍ଦ ଡାକର । ଦେଇଥିଲା କଂଗ୍ରେସ ।
ଏହିରାଲୀଓ ବିକ୍ଷୋଭରେ ମହିଳା କଂଗ୍ରେସ, ଯୁବଛାତ୍ର କଂଗ୍ରେସ ନେତା ଓ କର୍ମୀମାନେ ସାମିଲ ଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories