ଢେଙ୍କାନାଳ ରେ ଅଁଳାନବମୀ ପାଳିତ

Udaya_Labanya | November 12, 2021 | 19 views |0 | Breaking News

ଢେଙ୍କାନାଳ,ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଲରମଜୀଉଙ୍କ ମନ୍ଦିର ପାର୍ଶ୍ଵରେ ଥିବା ରାଧାକୃଷ୍ଣ ଙ୍କ ମନ୍ଦିର ଗୃହରେ ଅନଳା ନବମୀ ଓ ରାଧାପଦ ଦର୍ଶନ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ରାଧା ଙ୍କୁ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ, ଶଙ୍ଖା ଲାଗି କରାଯାଇଥିଲା , ଏହାପରେ ମିଠା ଓ ଫଳମୂଳ ଭୋଗ ଲାଗି କରାଯାଇଥିଲା । ମଧ୍ୟର୍ଣ ରେ ଅର୍ଣ୍ଣ ଶୁଙ୍କୁଡ଼ି ଭୋଗ ଲାଗିକରାଯାଇଥିଲା । ପୂଜକ ଭାଗିରଥି ପଣ୍ଡା, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ଜିମଦର ବସନ୍ତ ରଥ ଙ୍କ ତତ୍ୱବାଧାନରେ ଏହି ରାଧାପାଦ ଦର୍ଶନ ଅନୁଷ୍ଠିତ ହୋଇଯାଇଥିଲା ।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 27 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories