ପିପୁଲସ ଫୋରମ ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ସ୍ମାରକପତ୍ର

Udaya_Labanya | November 12, 2021 | 30 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲାକୁ ତୁରନ୍ତ ରେଳ ସଂଯୋଗ କରିବା ଦାବିକରି କନ୍ଧମାଳ ଜ଼ିଲ୍ଲା ବାସି ଙ୍କ ପକ୍ଷରୁ ଫୋରମ ର ସଭାପତି ତଥା ସାମ୍ବାଦିକ ରାଧାମୋହନ ମହାପାତ୍ର ଦିଲ୍ଲୀ ଯାଇ ରେଳ ଭବନ ରେ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ଦାବୀ କରିଥିଲେ l ଏ ନେଇ ଏକ ସ୍ମାରକ ପତ୍ର ମଧ୍ୟ ମହାପାତ୍ର ପ୍ରଦାନ କରିଛନ୍ତି l
କନ୍ଧମାଳ ଏକ ଆଦିବାସୀ ବହୁଳ ଅନୁନ୍ନତ ଜ଼ିଲ୍ଲା lସ୍ୱାଧୀନତା ର 74ବର୍ଷ ପରେ ବି କନ୍ଧମାଳ ଜ଼ିଲ୍ଲା କୁ ରେ ଳ ସଂଯୋଗ ହୋଇନି ଏଯାଏଁ l
ଫଳରେ ଆଶା ନୁରୁପ ବିକାଶ ହୋଇନି ଜ଼ିଲ୍ଲାରେ l
ଏଣୁ ବ୍ରହ୍ମପୁର -ସଂବଲ ପୁର ଭା ୟା ଫୁଲବାଣୀ ପ୍ରସ୍ତାବିତ ରେ ଳ ସଂଯୋଗୀ କରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା କୁ ଫୋରମ ସଭାପତି ମହାପାତ୍ର ଯୁକ୍ତି ଦର୍ଶାଇଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories